ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ସାମ୍ନାକୁ ଆସିଲା ଗଳିତ ଶବ ପଛର କାହାଣୀ । ପ୍ରେମ ବିବାହରେ ବିଫଳ ହେବାରୁ ହତ୍ୟା କରିଥିଲା ପ୍ରେମିକ । 30 ଲକ୍ଷ ଟଙ୍କା ଯୌତୁକ ପାଇଁ ଭାଙ୍ଗିଯାଇଥିଲା ବାହାଘର । ରାଗ ଜରାଜର ହୋଇ ପ୍ରେମିକାର ଜୀବନ ନେଇଥିଲା ଯବାନ ପ୍ରେମିକ ।</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।