ବଡ଼ ଆଶ୍ୱସ୍ତି! ଦୁଇ ମାସରେ ସର୍ବନିମ୍ନ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସକୁ ନେଇ ବଡ଼ ଆଶ୍ୱସ୍ତିକର ଖବର ମିଳିଛି। ଗତ କିଛି ଦିନ ହେବ କରୋନା ଭାଇରସ୍ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଲଗାତର ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୫୫୩୪୨ ପଜିଟିଭ୍ ଚିହ୍ନଟ ହୋଇଛି। ଗତ ୨ମାସର ରେକର୍ଡକୁ ଯଦି ଦେଖିବା, ତାହେଲେ ଏହା ସର୍ବନିମ୍ନ ମାମଲା। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧,୭୫,୮୮୨ରେ ପହଞ୍ଚିଛି। ନୂଆ ମାମଲା କମ୍ ହେବା କାରଣରୁ ଦେଶରେ ଆକ୍ଟିଭ୍ […]

CORONA-VAIROUS

CORONA-VAIROUS

Ranjit Kumar Jena
  • Published: Tuesday, 13 October 2020
  • Updated: 13 October 2020, 11:35 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସକୁ ନେଇ ବଡ଼ ଆଶ୍ୱସ୍ତିକର ଖବର ମିଳିଛି। ଗତ କିଛି ଦିନ ହେବ କରୋନା ଭାଇରସ୍ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ଲଗାତର ହ୍ରାସ ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟାରେ ସାରା ଦେଶରେ ୫୫୩୪୨ ପଜିଟିଭ୍ ଚିହ୍ନଟ ହୋଇଛି। ଗତ ୨ମାସର ରେକର୍ଡକୁ ଯଦି ଦେଖିବା, ତାହେଲେ ଏହା ସର୍ବନିମ୍ନ ମାମଲା। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧,୭୫,୮୮୨ରେ ପହଞ୍ଚିଛି।

ନୂଆ ମାମଲା କମ୍ ହେବା କାରଣରୁ ଦେଶରେ ଆକ୍ଟିଭ୍ ମାମଲାରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି। ସେହିପରି ଦିନକ ମଧ୍ୟରେ ୭୦୬ ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ଦେଶରେ ୧୦୯୮୫୬ ଜଣ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ଅର୍ଥାତ୍ ସୋମବାର ସକାଳ ୮ଟାରୁ ମଙ୍ଗଳବାର ସକାଳ ୮ଟା ପର୍ଯ୍ୟନ୍ତ କରୋନା ଆକ୍ଟିଭ୍ ମାମଲାରେ ୨୩୧୨୪ ହ୍ରାସ ପାଇଛି। ଅର୍ଥାତ୍ ଦେଶରେ ଏବେ ୮,୩୮,୭୨୯ ଆକ୍ଟିଭ୍ ମାମଲା ରହିଛି।

ଯଦି ଆମେ ଶେଷ ୫ ଦିନର କରୋନା ପଜିଟିଭକୁ ଦେଖିବା, ତାହେଲେ ମଙ୍ଗଳବାର ଏଥିରେ ବହୁତ ହ୍ରାସ ହୋଇଛି। ଗୁରୁବାର ୭୮,୫୨୪, ଶୁକ୍ରବାର ୭୦,୪୯୬, ଶନିବାର ୭୩,୨୭୨, ରବିବାର ୭୪,୩୮୩ ଓ ଗତକାଲି ଅର୍ଥାତ୍ ସୋମବାର ୬୬,୭୩୨ ପଜିଟିଭ୍ ଚିହ୍ନଟ ହୋଇଥିଲା।

ସେହିପରି ଦେଶରେ କରୋନା ସୁସ୍ଥ ସଂଖ୍ୟା ଲଗାତର ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟାରେ ଦେଶରେ ୭୭୭୬୦ ଜଣ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ୬୨୨୭୨୯୫ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ଦେଶରେ ଏବେ କରୋନାର ସୁସ୍ଥ ହାର ୮୬.୭୮ ପ୍ରତିଶତରେ ପହଞ୍ଚିଛି।

କରୋନା ରୋଗୀଙ୍କୁ ଚିହ୍ନଟ ପାଇଁ ଦେଶରେ ଲଗାତର ଟେଷ୍ଟିଂ ହେଉଛି। ସୋମବାର ଦେଶରେ ୧୦.୭୩ ଲକ୍ଷରୁ ଅଧିକ ସାମ୍ପଲ ଟେଷ୍ଟ ହୋଇଛି। ରବିବାର ଦେଶରେ ୯,୯୪,୮୫୧ଟି ନମୁନା ପରୀକ୍ଷା କରାଯାଇଥିଲା। ଏଥିସହ ଦେଶରେ ମୋଟ କରୋନା ଟେଷ୍ଟିଂ ବୃଦ୍ଧି ପାଇ ୮.୮୯ କୋଟି ଅତିକ୍ରମ କରିଛି। ଆମେରିକା ପରେ ଭାରତରେ ହିଁ ସର୍ବାଧିକ କରୋନା ଟେଷ୍ଟ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story