ଦେଶରେ କରୋନା ମୃତ୍ୟୁସଂଖ୍ୟା ଲକ୍ଷେ ଟପିଲା, ଆରୋଗ୍ୟ ସଂଖ୍ୟା ୫୪ ଲକ୍ଷ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲେ ହେଁ ମୃତ୍ୟୁସଂଖ୍ୟା ଉପର ମୁହାଁ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ଲକ୍ଷେ ପାର କରିଯାଇଛି। ପ୍ରତିଦିନ ଦେଶରେ କରୋନା ହଜାରେରୁ ୧୧ ଶହ ଜୀନ ନେଉଛନ୍ତି। ତେବେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ଇତି ମଧ୍ୟରେ ୫୪ ଲକ୍ଷ ଟପି ଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୭୯,୪୭୬ ଜଣଙ୍କ ରିପୋର୍ଟ ପଜିଟିଭ […]

hb

hb

Hemant Lenka
  • Published: Saturday, 03 October 2020
  • Updated: 03 October 2020, 02:47 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲେ ହେଁ ମୃତ୍ୟୁସଂଖ୍ୟା ଉପର ମୁହାଁ ହୋଇଛି। ସ୍ଥିତି ଏପରି ହୋଇଛି ଯେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ଲକ୍ଷେ ପାର କରିଯାଇଛି। ପ୍ରତିଦିନ ଦେଶରେ କରୋନା ହଜାରେରୁ ୧୧ ଶହ ଜୀନ ନେଉଛନ୍ତି। ତେବେ ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ଇତି ମଧ୍ୟରେ ୫୪ ଲକ୍ଷ ଟପି ଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ଆଉ ୭୯,୪୭୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪,୭୩,୫୪୫ରେ ପହଞ୍ଚି ଯାଇଛି। ସେହିପରି ଗୋଟିଏ ଦିନରେ କରୋନା ୧୦୬୯ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧,୦୦,୮୪୨ ଛୁଇଁଛି।

୨୪ ଘଣ୍ଟାରେ ୭୫,୬୨୮ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ନୂଆ ଆରୋଗ୍ୟଙ୍କୁ ମିଶାଇ ଦେଶରେ ଆଜି ସୁଦ୍ଧା ୫୪,୨୭,୭୦୬ ଲୋକ ସୁସ୍ଥ ହେଲେଣି। ଏହାର ଅର୍ଥ ଦେଶରେ ଆକ୍ଟିଭ କେସ ସଂଖ୍ୟା ୯,୪୪,୯୯୬ ରହିଛି।

କ୍ରମାଗତ ୧୨ମ ଦିନରେ ଦେଶରେ ଆକ୍ଟିଭ କେସ ସଂଖ୍ୟା ୧୦ ଲକ୍ଷ ତଳେ ରହିଛି। ୧୨ ଦିନ ମଧ୍ୟରେ ପ୍ରାୟ ୧୦ ଲକ୍ଷ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଥିବା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଶୁକ୍ରବାର ୧୧,୩୨,୬୭୫ଟି ନମୁନା ପରୀକ୍ଷା କରାଯାଇଛି। ଅକ୍ଟୋବର ୨ ସୁଦ୍ଧା ଦେଶରେ ୭,୭୮,୫୦,୪୦୩ଟି ନମୁନା ପରୀକ୍ଷା କରାଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story