ଭାରତରେ କରୋନା ମୃତ୍ୟୁସଂଖ୍ୟା ୯୫ ହଜାର ଓ ଆରୋଗ୍ୟ ସଂଖ୍ୟା ୫୦ ଲକ୍ଷ ଡେଇଁଲା

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭାଇରସ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ପୁଣିଥରେ ଗୋଟିଏ ଦିନରେ ୮୨ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏଥିସହ ଏହି ପ୍ରାଣଘାତୀ ଭାଇରସ ଆଉ ହଜାରେରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୯୫ ହଜାର ପାର କରିଛି। ତେବେ ଏଯାଏ ଦେଶରେ ୫୦ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର […]

c

c

Hemant Lenka
  • Published: Monday, 28 September 2020
  • Updated: 28 September 2020, 03:14 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ମହାମାରୀ କରୋନା ଭାଇରସ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ପୁଣିଥରେ ଗୋଟିଏ ଦିନରେ ୮୨ ହଜାରରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏଥିସହ ଏହି ପ୍ରାଣଘାତୀ ଭାଇରସ ଆଉ ହଜାରେରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି। ଫଳରେ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୯୫ ହଜାର ପାର କରିଛି। ତେବେ ଏଯାଏ ଦେଶରେ ୫୦ ଲକ୍ଷରୁ ଅଧିକ ଲୋକ ସୁସ୍ଥ ହେବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୮୨,୧୭୦ ଜଣ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଫଳରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦,୭୪,୭୦୨ରେ ପହଞ୍ଚି ଯାଇଛି। ସେହିପରି ଦିନକରେ କରୋନା ଆଉ ୧୦୩୯ଙ୍କ ମୁଣ୍ଡ ନେବାରୁ ଦେଶରେ ମୋଟ ମୃତ୍ୟୁସଂଖ୍ୟା ୯୫,୫୪୨କୁ ବୃଦ୍ଧି ପାଇଛି।

ଗତ ୨୪ ଘଣ୍ଟାରେ ୭୪,୮୯୩ ଜଣ ସୁସ୍ଥ ହୋଇଛନ୍ତି। ନୂଆ ଆରୋଗ୍ୟଙ୍କୁ ମିଶାଇଲେ ଦେଶରେ ସୁସ୍ଥଙ୍କ ସଂଖ୍ୟା ୫୦,୧୬,୫୨୦ ଛୁଇଁଛି। ଏହାର ଅର୍ଥରେ ଦେଶରେ ଆରୋଗ୍ୟ ହାର ୮୨.୫୮% ରହିଥିବା ବେଳେ ମୃତ୍ୟୁହାର ୧.୫୭% ରହିଛି। ଏବେ ଭାରତରେ ୯,୬୨,୬୪୦ଟି ଆକ୍ଟିଭ କେସ ରହିଛି।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟାରେ ୭,୦୯,୩୯୪ଟି ନମୁନା ପରୀକ୍ଷା କରାଯାଇଛି। ସେହିପରି ଏଯାଏ ଦେଶରେ ୭,୧୯,୬୭,୨୩୦ଟି ନମୁନା ପରୀକ୍ଷା କରାଗଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story