ଦିନକରେ ୭୮,୫୨୪ ନୂଆ ପଜିଟିଭ୍, ୬୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ ସାମାନ୍ୟ ହ୍ରାସ ପାଇଥିବା ଗତ ଦୁଇଦିନ ହେବ ଏଥିରେ ସାମାନ୍ୟ ବୃଦ୍ଧି ପାଇଛି। ଗତକାଲି ୭୨,୦୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ ୭୮,୫୨୪ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮,୩୫,୬୫୬ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୯୭୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ୧,୦୫,୫୨୬ରେ […]

covid19

covid19

Ranjit Kumar Jena
  • Published: Thursday, 08 October 2020
  • Updated: 08 October 2020, 12:18 PM IST

Sports

Latest News

ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ ସାମାନ୍ୟ ହ୍ରାସ ପାଇଥିବା ଗତ ଦୁଇଦିନ ହେବ ଏଥିରେ ସାମାନ୍ୟ ବୃଦ୍ଧି ପାଇଛି। ଗତକାଲି ୭୨,୦୪୯ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ ୭୮,୫୨୪ ନୂଆ ମାମଲା ସାମ୍ନାକୁ ଆସିଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮,୩୫,୬୫୬ରେ ପହଞ୍ଚିଛି।

ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୯୭୧ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏଥିସହ ମୃତ୍ୟୁ ସଂଖ୍ୟା ୧,୦୫,୫୨୬ରେ ପହଞ୍ଚିଛି। ଗୁରୁବାର ସୁଦ୍ଧା ଦେଶରେ ୯,୦୨,୪୨୫ ଆକ୍ଟିଭ୍ ମାମଲା ରହିଥିବା ବେଳେ ୫୮,୨୭,୭୦୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ମୋଟାମୋଟି ଭାବେ ଦେଖିବାକୁ ଗଲେ ଦେଶରେ ଏବେ ସଂକ୍ରମଣ କମିବାରେ ଲାଗିଥିବା ବେଳେ ସୁସ୍ଥ ସଂଖ୍ୟା ବୃଦ୍ଧି ପାଉଛି। କରୋନାରେ ଗତ ୨୪ ଘଣ୍ଟା ଭିତରେ ୮୩,୦୧୧ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ଏବେ ରିକଭରୀ ହାର ୮୫.୨୫ ପ୍ରତିଶତରେ ପହଞ୍ଚିଛି।

କରୋନା ଆକ୍ରାନ୍ତଙ୍କ ଚିହ୍ନଟ ପାଇଁ ସାରା ଦେଶରେ ଲଗାତର ଟେଷ୍ଟିଂ ହେଉଛି। ଅକ୍ଟୋବର ୭ ତାରିଖ ସୁଦ୍ଧା ୮, ୩୪,୬୫,୯୭୫ ସାମ୍ପଲ୍ ଟେଷ୍ଟ କରାଯାଇଛି, ଯେଉଁଥିରୁ ବୁଧବାର ୧୧ ଲକ୍ଷ ୯୪ହଜାର ଟେଷ୍ଟିଂ କରାଯାଇଛି। ପଜିଟିଭ୍ ହାର ପାଖାପାଖି ୭ ପ୍ରତିଶତ ରହିଛି। ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୬,୦୭୭,୦୧୭ରେ ପହଞ୍ଚିଥିବା ବେଳେ ସେଥିରୁ ୧୦ଲକ୍ଷ ୫୪,୬୭୪ ଜଣଙ୍କର ମୃତ୍ୟୁ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story