ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୩୦୬୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୮୦୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୨୫୮ ହେଉଛି ଲୋକାଲ୍ କେସ୍।
ଖୋର୍ଦ୍ଧା ଜିଲ୍ଲାରେ ଲାଗି ରହିଥିବା ସଂକ୍ରମଣ ସ୍ପିଡରେ ବ୍ରେକ୍ ଲାଗିଥିଲେ ମଧ୍ୟ ଏବେ ବି ଏହି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବ୍ୟତୀତ, କଟକରୁ ୨୩୦, ଷ୍ଟେଟ୍ ପୁଲ୍ରୁ ୨୧୧, ପୁରୀରୁ ୧୭୮, ବାଲେଶ୍ୱର- ୧୪୬, ମୟୂରଭଞ୍ଜ- ୧୪୩, ଅନୁଗୁଳ- ୧୨୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
Covid-19 Report For 28th September
New Positive Cases: 3067
In quarantine: 1809
Local contacts: 1258(Details of local contacts will be shared by concerned Dist Administration)
District Wise Cases
1. Angul: 129
2. Balasore: 146
3. Bargarh: 69
4. Bhadrak: 59
5. Balangir: 78— I & PR Department, Odisha (@IPR_Odisha) September 29, 2020
6. Boudh: 45
7. Cuttack: 230
8. Deogarh: 15
9. Dhenkanal: 91
10. Gajapati: 21
11. Ganjam: 34
12. Jagatsinghpur: 84
13. Jajpur: 60
14. Jharsuguda: 96
15. Kalahandi: 54
16. Kandhamal: 81
17. Kendrapada: 94
18. Keonjhar: 81
19. Khurda: 555
20. Koraput: 55
21. Malkangiri: 24— I & PR Department, Odisha (@IPR_Odisha) September 29, 2020
22. Mayurbhanj: 143
23. Nawarangpur: 58
24. Nayagarh: 68
25. Nuapada: 85
26. Puri: 178
27. Rayagada: 41
28. Sambalpur: 98
29. Sonepur: 22
30. Sundargarh: 62
31. State Pool: 211New Recoveries: 4014
Cumulative Tested: 3200852
Positive: 215676
Recovered: 177585
Active Cases: 37210— I & PR Department, Odisha (@IPR_Odisha) September 29, 2020
ସୂଚନାଯୋଗ୍ୟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧୫୬୭୬ରେ ପହଞ୍ଚିଥିବା ବେଳେ ୧୭୭୫୮୫ ଜଣ ସୁସ୍ଥ ହୋଇସାରିଲେଣି। ଏହାବ୍ୟତୀତ ଆକ୍ଟିଭ କେସ୍ ୩୭୨୧୦ ଥିବା ବେଳେ ୮୨୮ ଜଣ କରୋନାରେ ଆଖି ବୁଜି ସାରିଲେଣି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।