ପୁଣି ଖସିଲା କରୋନା ଗ୍ରାଫ୍‌; ରାଜ୍ୟରେ ଚିହ୍ନଟ ହେଲେ ନୂଆ ୨୧୩୮ ଆକ୍ରାନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୨୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୮୮୭  ହେଉଛି ଲୋକାଲ୍ କେସ୍‌। Covid-19 Report For 15th October New Positives Positive: 2138 In quarantine: 1251 Local contacts: 887 (Details of local contacts will be shared by concerned Dist Administration) […]

corona-2.5

Niharika Rout
  • Published: Friday, 16 October 2020
  • , Updated: 16 October 2020, 03:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ନୂଆ ୨୧୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨୫୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୮୮୭  ହେଉଛି ଲୋକାଲ୍ କେସ୍‌।

ପଢ଼ନ୍ତୁ: ଆଗକୁ ପୂଜା, ଅବହେଳା କଲେ କୋପ ଦେଖାଇବ କରୋନା

Related story