କାମାକ୍ଷାନଗର: ପଥରକଟା ଜଙ୍ଗଲରେ ଚଢ଼ାଉ, ୩୦୦ ଲିଟର ଦେଶୀମଦ ଜବତ

କାମାକ୍ଷାନଗର:ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଏସପିଙ୍କ ନିର୍ଦ୍ଦେଶକ୍ରମେ କଙ୍କଡ଼ା ହାଡ଼ ଥାନା ଆଇଆଇସିଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ  ଗତକାଲି ବଳମ୍ବିତ ରାତିରେ ପଥରକଟା ଜଙ୍ଗଲରେ ଚଢ଼ାଉ କରାଯାଇ ୩୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ପୋଲିସ୍‌ ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖିଛି । ଅଭିଯୁକ୍ତମାନେ କଙ୍କଡ଼ାହାଡ଼ ଥାନା ଧୁଳିଗୁଠୁ ଗାଁର ବୋଲି ଜଣାପଡ଼ିଛି।

handcuffs

Rakesh Mallick
  • Published: Friday, 14 October 2016
  • , Updated: 14 October 2016, 11:21 AM IST

Related story