ବ୍ରହ୍ମପୁର: ଲାଞ୍ଚ ନେବା ଅଭିଯୋଗରେ ପ୍ରଧାନଶିକ୍ଷକ ଗିରଫ

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଡୁ କିଶୋର ସାହୁ ୨ ହଜାର ଟଙ୍କା ଲାଞ୍ଚ  ନେବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ପୁଲିସ୍  ହାତରେ ଧରାପଡିଛନ୍ତି । ସେହି ବିଦ୍ୟାଳୟର ପିଅନ ହୃଷିକେଶ ସୁବୁଦ୍ଧିଙ୍କ ପରମାନେଟ୍ ରିଟାୟରମେଣ୍ଟ୍ ଏକାଉଣ୍ଟ ନମ୍ୱର କାର୍ଡ ପ୍ରଦାନ କରିବା ପାଇଁ ସେ ଏହି ଲାଞ୍ଚ ଦାବି କରିଥିଲେ। ଏ ସଂପର୍କରେ ହୃଷିକେଶ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।  ଲଡୁ କିଶୋର ଟଙ୍କା ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ […]

head master -5

head master -5

Rakesh Mallick
  • Published: Thursday, 18 February 2016
  • Updated: 18 February 2016, 09:44 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜ।ମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଲଡୁ କିଶୋର ସାହୁ ୨ ହଜାର ଟଙ୍କା ଲାଞ୍ଚ  ନେବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ପୁଲିସ୍  ହାତରେ ଧରାପଡିଛନ୍ତି । ସେହି ବିଦ୍ୟାଳୟର ପିଅନ ହୃଷିକେଶ ସୁବୁଦ୍ଧିଙ୍କ ପରମାନେଟ୍ ରିଟାୟରମେଣ୍ଟ୍ ଏକାଉଣ୍ଟ ନମ୍ୱର କାର୍ଡ ପ୍ରଦାନ କରିବା ପାଇଁ ସେ ଏହି ଲାଞ୍ଚ ଦାବି କରିଥିଲେ। ଏ ସଂପର୍କରେ ହୃଷିକେଶ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ।  ଲଡୁ କିଶୋର ଟଙ୍କା ନେବାବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ଜେରା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story