ନବଦିଗନ୍ତ ମୁଖ୍ୟ ଅଞ୍ଜନଙ୍କ ଦୋଷ ସ୍ୱୀକାର; ବଢ଼ିପାରେ ରାମଚନ୍ଦ୍ରଙ୍କ ଅଡୁଆ

ଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ମାଲିକଙ୍କ ଦୋଷ ସ୍ୱୀକାର ଧାରା ଜାରି ରହିଛି। ଆଜି ବହୁ ଚର୍ଚ୍ଚିତ ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ଅଞ୍ଜନ ବଳିୟାରସିଂହ ଦୋଷ ସ୍ୱୀକାର କରିଛନ୍ତି। ଗିରଫ ହୋଇ ଝାରପଡ଼ା ଜେଲରେ ରହୁଥିବା ଅଞ୍ଜନ ବଳିୟାରସିଂହ ଆଜି ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ହାଜର ହୋଇ ଲିଖିତ ଭାବେ ଦୋଷ ସ୍ୱୀକାର କରିଛନ୍ତି। ତେବେ ଅଞ୍ଜନଙ୍କ ଦୋଷ ସ୍ୱୀକାର ପରେ ୩ ରାଜନେତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ସେମାନେ ହେଲେ ସାଂସଦ […]

nabadeanta chitfund

Rakesh Mallick
  • Published: Tuesday, 09 May 2017
  • , Updated: 09 May 2017, 06:15 PM IST

ଭୁବନେଶ୍ୱର: ଚିଟ୍‌ଫଣ୍ଡ ସଂସ୍ଥା ମାଲିକଙ୍କ ଦୋଷ ସ୍ୱୀକାର ଧାରା ଜାରି ରହିଛି। ଆଜି ବହୁ ଚର୍ଚ୍ଚିତ ନବଦିଗନ୍ତ ଚିଟଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ଅଞ୍ଜନ ବଳିୟାରସିଂହ ଦୋଷ ସ୍ୱୀକାର କରିଛନ୍ତି। ଗିରଫ ହୋଇ ଝାରପଡ଼ା ଜେଲରେ ରହୁଥିବା ଅଞ୍ଜନ ବଳିୟାରସିଂହ ଆଜି ସ୍ପେଶାଲ ସିଜେଏମ୍ ସିବିଆଇ କୋର୍ଟରେ ହାଜର ହୋଇ ଲିଖିତ ଭାବେ ଦୋଷ ସ୍ୱୀକାର କରିଛନ୍ତି। ତେବେ ଅଞ୍ଜନଙ୍କ ଦୋଷ ସ୍ୱୀକାର ପରେ ୩ ରାଜନେତାଙ୍କ ପାଇଁ ଅଡ଼ୁଆ ବଢ଼ିଛି। ସେମାନେ ହେଲେ ସାଂସଦ ରାମଚନ୍ଦ୍ର ହାଁସଦା ଓ ୨ ପୂର୍ବତନ ବିଧାୟକ ସୁବର୍ଣ୍ଣନାୟକ ଏବହ ହିତେଶ ବଗର୍ତ୍ତୀ।

ପୂର୍ବରୁ ଏଟି ସଂସ୍ଥାର ମୁଖ୍ୟ ପ୍ରଦୀପ ସେଠୀ, ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକ, ମହମ୍ମଦ ହନିଫ୍‌ ଦୋଷ ସ୍ୱୀକାର କରି ଏବେ ଜେଲ୍‌ ଦଣ୍ଡ ଭୋଗୁଛନ୍ତି।

Related story