୨ ହଜାର ଟଙ୍କା ଲାଞ୍ଚ ନେଇ ତରଭା ଅମିନ ଗିରଫ

ସୋନପୁର: ଜମି ମାପ କରାଇ ଦେବା ପାଇଁ ଆଜି ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋନପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ତରଭା ରାଜସ୍ୱ ସର୍କଲର ଅମିନ ସାହୁ ମେହେର। ଜମି ମାପ କରାଇ ଦେବା ପାଇଁ ତରଭା ଅଞ୍ଚଳର ଦିଲ୍ଲୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ସେ ୨,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଦିଲ୍ଲୀପ ଏ ନେଇ ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ସେ ଦିଲ୍ଲୀପଙ୍କଠାରୁ ଦୁଇ ହଜାର […]

sonepur

sonepur

Rakesh Mallick
  • Published: Friday, 20 May 2016
  • Updated: 20 May 2016, 02:04 PM IST

Sports

Latest News

ସୋନପୁର: ଜମି ମାପ କରାଇ ଦେବା ପାଇଁ ଆଜି ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସୋନପୁର ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ତରଭା ରାଜସ୍ୱ ସର୍କଲର ଅମିନ ସାହୁ ମେହେର।

ଜମି ମାପ କରାଇ ଦେବା ପାଇଁ ତରଭା ଅଞ୍ଚଳର ଦିଲ୍ଲୀପ ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ସେ ୨,୦୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଦିଲ୍ଲୀପ ଏ ନେଇ ସୋନପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ। ଯୋଜନା ମୁତାବକ ଆଜି ସେ ଦିଲ୍ଲୀପଙ୍କଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story