ଆନନ୍ଦପୁର: ଆର୍‌ଆଇଙ୍କୁ ମାଡ଼ ମାରିବା ଅଭିଯୋଗରେ ଦୁଇ ଗିରଫ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର କଣ୍ଟାମାଳ ଆର୍‌ଆଇ ଶରଣ କୁମାର ଦାସଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗତକାଲି କଣ୍ଟିପାଳରେ ଏକ ପୋଖରୀରୁ ମାଟି ଖୋଳାର ତଦନ୍ତ କରିବାକୁ  ଶରଣ  ଯାଇଥିବାବେଳେ ସେଠାରେ ତାଙ୍କୁ କିଛି ଲୋକ ମାଡ଼ ମାରିଥିଲେ। ‌ଖବରପାଇ ଆନନ୍ଦପୁର ପୋଲିସ୍  ଘଟଣାସ୍ଥଳରୁ  ତାଙ୍କୁ  ଉଦ୍ଧାର କରିଥିଲା। ଆର୍‌ଆଇ ଶରଣ କୁମାର ଦାସ କହିଛନ୍ତି, “କଣ୍ଟିପାଳରେ ଏକ ପୋଖରୀରୁ ମାଟି ଖୋଳାର ତଦନ୍ତ କରିବାକୁ ଯାଇଥିଲି।  କ’ଣ ପାଇଁ […]

ari

ari

Rakesh Mallick
  • Published: Friday, 20 May 2016
  • Updated: 20 May 2016, 05:24 AM IST

Sports

Latest News

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁରର କଣ୍ଟାମାଳ ଆର୍‌ଆଇ ଶରଣ କୁମାର ଦାସଙ୍କୁ ମାଡ଼ ମାରିବା ଅଭିଯୋଗରେ ପୋଲିସ୍ ୨ ଜଣଙ୍କୁ ଗିରଫ କରିଛି। ଗତକାଲି କଣ୍ଟିପାଳରେ ଏକ ପୋଖରୀରୁ ମାଟି ଖୋଳାର ତଦନ୍ତ କରିବାକୁ  ଶରଣ  ଯାଇଥିବାବେଳେ ସେଠାରେ ତାଙ୍କୁ କିଛି ଲୋକ ମାଡ଼ ମାରିଥିଲେ। ‌ଖବରପାଇ ଆନନ୍ଦପୁର ପୋଲିସ୍  ଘଟଣାସ୍ଥଳରୁ  ତାଙ୍କୁ  ଉଦ୍ଧାର କରିଥିଲା।

ଆର୍‌ଆଇ ଶରଣ କୁମାର ଦାସ କହିଛନ୍ତି, “କଣ୍ଟିପାଳରେ ଏକ ପୋଖରୀରୁ ମାଟି ଖୋଳାର ତଦନ୍ତ କରିବାକୁ ଯାଇଥିଲି।  କ’ଣ ପାଇଁ ମାଟି ଖୋଳୁଛ ବୋଲି ପଚାରିବାରୁ କିଛି ଲୋକ ମୋତେ ବାନ୍ଧି ପିଟିଥିଲେ।  ପୋଲିସ୍ ମୋତେ ଉଦ୍ଧାର କରିଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos