ଅନାଦିଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ କଲେ ମାରିକ

ଭୁବନେଶ୍ୱର: ଡି’ ବ୍ରଦର୍ସ ଲିଙ୍କକୁ ନେଇ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଓ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଡି’ ବ୍ରଦର୍ସଙ୍କ ସହ ମାରିକଙ୍କ ସିଧାସଳଖ ସମ୍ପର୍କ ଥିବା ଅନାଦି ଅଭିଯୋଗ ଆଣିଥିଲେ। ଆଜି ମାରିକ ଅନାଦିଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ କରିଛନ୍ତି। ଏଥିସହ ଅନାଦି ତାଙ୍କ ବିରୋଧରେ ମିଛ ଅଭିଯୋଗ ଆଣି ତାଙ୍କ ସମ୍ମାନହାନୀ କରିଥିବାରୁ ସେ ତାଙ୍କ ବିରୋଧରେ […]

sanjib-marik-and-anadi-sahoo

sanjib-marik-and-anadi-sahoo

Rakesh Mallick
  • Published: Tuesday, 01 March 2016
  • Updated: 01 March 2016, 01:27 PM IST

Sports

Latest News

ଭୁବନେଶ୍ୱର: ଡି’ ବ୍ରଦର୍ସ ଲିଙ୍କକୁ ନେଇ ପୂର୍ବତନ ପୋଲିସ ଡିଜି ସଞ୍ଜୀବ ମାରିକ ଓ ପୂର୍ବତନ ପୋଲିସ ଆଇଜି ଅନାଦି ସାହୁଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି। ଡି’ ବ୍ରଦର୍ସଙ୍କ ସହ ମାରିକଙ୍କ ସିଧାସଳଖ ସମ୍ପର୍କ ଥିବା ଅନାଦି ଅଭିଯୋଗ ଆଣିଥିଲେ। ଆଜି ମାରିକ ଅନାଦିଙ୍କ ବିରୋଧରେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଏକ ଫୌଜଦାରୀ ମାମଲା ରୁଜୁ କରିଛନ୍ତି। ଏଥିସହ ଅନାଦି ତାଙ୍କ ବିରୋଧରେ ମିଛ ଅଭିଯୋଗ ଆଣି ତାଙ୍କ ସମ୍ମାନହାନୀ କରିଥିବାରୁ ସେ ତାଙ୍କ ବିରୋଧରେ ୫୦ ଲକ୍ଷ ଟଙ୍କାର ମାନହାନୀ ମୋକଦ୍ଦମା ଦାୟର କରିବେ ବୋଲି ଚେତାବନୀ ଦେଇଛନ୍ତି।

ଏହାର ଜବାବରେ ଅନାଦି କହିଛନ୍ତି, “ଭଲ ହେଲା, ସେ ମାମଲା ରୁଜୁ କରିଛନ୍ତି, ଏଣିକି ମାରିକଙ୍କ ବିଭିନ୍ନ ଦୁର୍ତୀତିର ମୁଖା ଖୋଲିଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos