ଆସ୍ଥା ଚିଟ୍‌ଫଣ୍ଡ ଠକେଇ: ଶୁଭ୍ରାଂଶୁ ଲେଙ୍କାଙ୍କ ଭାଇ ଚନ୍ଦ୍ରଶେଖର ସିବିଆଇରେ ହାଜର

ଭୁବନେଶ୍ୱର: ଆସ୍ଥା ଚିଟ୍‌ଫଣ୍ଡ ଠକେଇ ମାମଲାରେ ଜେଲରେ ଥିବା ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କ ଭାଇ ଚନ୍ଦ୍ରଶେଖର ଲେଙ୍କାଙ୍କୁ ମଙ୍ଗଳାବର ସିବିଆଇ ଜେରା କରିଛି। ପ୍ରାୟ ୧ ଘଣ୍ଟା ସିବିଆଇ ତାଙ୍କୁ ଜେରା କରିଥିଲା। ସିବିଆଇ କାର୍ଯ୍ୟାଳୟରୁ ବାହାରିବା ପରେ ଚନ୍ଦ୍ରଶେଖର କହିଛନ୍ତି, “ଆସ୍ଥା ଚିଟ୍‌ଫଣ୍ଡ ସମ୍ପର୍କିତ ଓ ଭାଇ ଶୁଭ୍ରାଂଶୁଙ୍କ ସହ ଆର୍ଥିକ କାରବାର ସମ୍ପର୍କିତ ପ୍ରଶ୍ନ ପଚରାଯାଇଥିଲା। ଯାହା ଜାଣିଥିଲି ସବୁ କହିଛି।” ଚନ୍ଦ୍ରଶେଖର ଆଜି ପ୍ରଥମ ଥର ସିବିଆଇ ଜେରାର ସମ୍ମୁଖୀନ ହୋଇଛନ୍ତି। […]

chitfund

chitfund

Rakesh Mallick
  • Published: Tuesday, 23 February 2016
  • Updated: 23 February 2016, 05:00 PM IST

ଭୁବନେଶ୍ୱର: ଆସ୍ଥା ଚିଟ୍‌ଫଣ୍ଡ ଠକେଇ ମାମଲାରେ ଜେଲରେ ଥିବା ଓଡ଼ିଶା ମୁଖ୍ୟ ଶୁଭ୍ରାଂଶୁ ଲେଙ୍କାଙ୍କ ଭାଇ ଚନ୍ଦ୍ରଶେଖର ଲେଙ୍କାଙ୍କୁ ମଙ୍ଗଳାବର ସିବିଆଇ ଜେରା କରିଛି। ପ୍ରାୟ ୧ ଘଣ୍ଟା ସିବିଆଇ ତାଙ୍କୁ ଜେରା କରିଥିଲା।

ସିବିଆଇ କାର୍ଯ୍ୟାଳୟରୁ ବାହାରିବା ପରେ ଚନ୍ଦ୍ରଶେଖର କହିଛନ୍ତି, “ଆସ୍ଥା ଚିଟ୍‌ଫଣ୍ଡ ସମ୍ପର୍କିତ ଓ ଭାଇ ଶୁଭ୍ରାଂଶୁଙ୍କ ସହ ଆର୍ଥିକ କାରବାର ସମ୍ପର୍କିତ ପ୍ରଶ୍ନ ପଚରାଯାଇଥିଲା। ଯାହା ଜାଣିଥିଲି ସବୁ କହିଛି।” ଚନ୍ଦ୍ରଶେଖର ଆଜି ପ୍ରଥମ ଥର ସିବିଆଇ ଜେରାର ସମ୍ମୁଖୀନ ହୋଇଛନ୍ତି। ଆସ୍ଥା ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶାରୁ ୧୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story