ଆଠଗଡ:  ୫ଦିନ ପରେ ମାଆ କୋଳକୁ ଫେରିଲା ନବଜାତ ଶିଶୁ

ଆଠଗଡ: ଚୌଦ୍ୱାରର ମାନା କୁଅଁର ଗତ ୯ତାରିଖ ଦିନ ଏକ ଘରୋଇ ନର୍ସିଂ ହୋମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଟଙ୍କା ଦେଇ ନ ପାରିବାରୁ ନର୍ସିଂହୋମ କର୍ତ୍ତୃପକ୍ଷ ତାଙ୍କ ସନ୍ତାନକୁ ସାଲେପୁର ଅଞ୍ଚଳରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଚୌଦ୍ୱାର ଥାନାରେ ଏତଲା ଦାଏର ହୋଇଥିଲା। ପରେ ଜିଲ୍ଲାପାଳ ଘଟଣାର ତଦନ୍ତ କରିବା ପାଇଁ ଚୌଦ୍ୱାର ପୌରାଞ୍ଚଳର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ମାନା କୁଅଁର ତାଙ୍କ ନବଜାତ […]

athgada

athgada

Rakesh Mallick
  • Published: Tuesday, 15 September 2015
  • Updated: 15 September 2015, 06:26 AM IST

Sports

Latest News

ଆଠଗଡ: ଚୌଦ୍ୱାରର ମାନା କୁଅଁର ଗତ ୯ତାରିଖ ଦିନ ଏକ ଘରୋଇ ନର୍ସିଂ ହୋମରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ତେବେ ଟଙ୍କା ଦେଇ ନ ପାରିବାରୁ ନର୍ସିଂହୋମ କର୍ତ୍ତୃପକ୍ଷ ତାଙ୍କ ସନ୍ତାନକୁ ସାଲେପୁର ଅଞ୍ଚଳରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଥିଲା। ଏନେଇ ଚୌଦ୍ୱାର ଥାନାରେ ଏତଲା ଦାଏର ହୋଇଥିଲା। ପରେ ଜିଲ୍ଲାପାଳ ଘଟଣାର ତଦନ୍ତ କରିବା ପାଇଁ ଚୌଦ୍ୱାର ପୌରାଞ୍ଚଳର ନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ମାନା କୁଅଁର ତାଙ୍କ ନବଜାତ ଶିଶୁକୁ ଫେରିପାଇଛନ୍ତି। ସେପଟେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୌରାଞ୍ଚଳ ନିର୍ବାହୀ ଅଧିକାରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story