ଆଠଗଡ଼ ବିଧାୟକଙ୍କ ଘର ଉପରକୁ ବୋମାମଡ଼

ଆଠଗଡ଼: ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କଟକ ଚାନ୍ଦିନୀଚୌକ ସ୍ଥିତ ଘର ଉପରକୁ ବୋମାମାଡ଼ ହୋଇଥିବା ଜଣାପଡିଛି। ବାଇକରେ ଆସି ଦୁର୍ବୃତ୍ତ ବୋମାମାଡ଼ କରିଥିବା ସୂଚନା ମିଳିଛି। ତେବେ ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନାହିଁ।  ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି। କଟକ ଲାଲବାଗ ପୋଲିସ ମାମଲାର ଛାନଭିନ କରୁଛି।

boming

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 11:18 PM IST

ଆଠଗଡ଼: ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କଟକ ଚାନ୍ଦିନୀଚୌକ ସ୍ଥିତ ଘର ଉପରକୁ ବୋମାମାଡ଼ ହୋଇଥିବା ଜଣାପଡିଛି। ବାଇକରେ ଆସି ଦୁର୍ବୃତ୍ତ ବୋମାମାଡ଼ କରିଥିବା ସୂଚନା ମିଳିଛି।

ତେବେ ବୋମାମାଡ଼ରେ କୌଣସି କ୍ଷୟକ୍ଷତି ହୋଇନାହିଁ।  ବିଳମ୍ବିତ ରାତ୍ରିରେ ଏହି ଘଟଣା ଘଟିଛି। କଟକ ଲାଲବାଗ ପୋଲିସ ମାମଲାର ଛାନଭିନ କରୁଛି।

Related story