ଅଟୋ ଡ୍ରାଇଭରଙ୍କୁ ଗୁଡ଼େଇ ତୁଡ଼େଇ ପିଟିଲେ!

ଭୁବନେଶ୍ୱର ରସୁଲଗଡ଼ର ଅଟୋ ଡ୍ରାଇଭର ଓ ଅନଲାଇନ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ଲାଗିଛି ଯୁକ୍ତିତର୍କ ।

Manoj Swain
  • Published: Monday, 02 October 2023
  • Updated: 02 October 2023, 11:48 AM IST

Sports

Latest News

କେତେବେଳେ ବାଇକକୁ ନେଇ ତ କେତେବେଳେ ଅଟୋକୁ ନେଇ ବିବାଦ । ଅଫଲାଇଲନ ଅଟୋ ଡ୍ରାଇଭର ଓ ଅନଲାଇନ ଅଟୋ ଡ୍ରାଇଭରଙ୍କ ମଧ୍ୟର ଦେଖା ଦେଲା ବିବାଦ । ଆଉ ଏହା କେବଳ ଯାତ୍ରୀ ଉଠାଣକୁ ନେଇ। ଭୁବନେଶ୍ୱର ରସୁଲଗଡ଼ର ଅଟୋ ଡ୍ରାଇଭର ଓ ଅନଲାଇନ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ଲାଗିଛି ଯୁକ୍ତିତର୍କ । ଆଉ ଏହି ତୁତୁ ମେମେ ଶେଷରେ ହାତା ହାତିରେ ପହଞ୍ଚିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos