ବେଲପାହାଡ଼ ମ୍ୟୁନିସିପାଲିଟିରେ ଏଲ୍‌ଇଡି ଲାଇଟ୍ ଦୁର୍ନୀତି ଘଟଣା: କିରାଣୀ ଅଶୋକ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ମ୍ୟୁନିସିପାଲିଟିରେ ଏଲ୍‌ଇଡି ଲାଇଟ୍ କିଣା ଦୁର୍ନୀତି ମାମଲାରେ ଆଜି ମ୍ୟୁନିସିପାଲଟିର କିରାଣୀ  ଅଶୋକ ସାହୁଙ୍କ  ବାସଭବନ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି। ବେଲପାହାଡ଼ ମ୍ୟୁନିସିପାଲିଟିରେ ଏଲଇଡି ଲାଇଟ୍  କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଭିଜିଲାନ୍ସ ବିଭାଗ ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଲୋକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜିଲ୍ଳାପାଳ ଭିଜିଲାନ୍ସ ତଦନ୍ତ କରିବାକୁ ସୁପାରିଶ କରିଥିଲେ। ନିର୍ଦ୍ଦେଶ ପାଇବା […]

jarasuguda

jarasuguda

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 10:59 AM IST

Sports

Latest News

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ମ୍ୟୁନିସିପାଲିଟିରେ ଏଲ୍‌ଇଡି ଲାଇଟ୍ କିଣା ଦୁର୍ନୀତି ମାମଲାରେ ଆଜି ମ୍ୟୁନିସିପାଲଟିର କିରାଣୀ  ଅଶୋକ ସାହୁଙ୍କ  ବାସଭବନ ସମେତ ୩ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରୁଛି।

ବେଲପାହାଡ଼ ମ୍ୟୁନିସିପାଲିଟିରେ ଏଲଇଡି ଲାଇଟ୍  କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଭିଜିଲାନ୍ସ ବିଭାଗ ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଲୋକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଜିଲ୍ଳାପାଳ ଭିଜିଲାନ୍ସ ତଦନ୍ତ କରିବାକୁ ସୁପାରିଶ କରିଥିଲେ। ନିର୍ଦ୍ଦେଶ ପାଇବା ପରେ  ଭିଜିଲାନ୍ସ ପକ୍ଷରୁ ପର୍ଯ୍ୟାୟକ୍ରମେ ମ୍ୟୁନିସିପାଲଟି ନଗରପାଳ, କାଉନସିଲରଙ୍କ ସମେତ କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story