ବାଲେଶ୍ୱର ଜେଲରେ ଚଢ଼ାଉ, ନିଶାଦ୍ରବ୍ୟ ଜବତ

ବାଲେଶ୍ୱର: ଅପରାଧିକ ଷଡ଼ଯନ୍ତ୍ର ହେଉଥିବା ସନ୍ଦେହରେ ବାଲେଶ୍ୱର ଜେଲ ଉପରେ ଗୁରୁବାର ବିଳମ୍ବିତ ରାତିରେ  ପୋଲିସ୍ ଚଢ଼ାଉ କରିଥିଲା। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଏସପି, ଡିଏସପି, ୪ ଥାନା ଇନ୍ସପେକ୍ଟର ଓ ୩ ପ୍ଲାଟୁନ ଫୋର୍ସକୁ ନେଇ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ  ବିପୁଳ ପରିମାଣରେ ଗୁଟୁକା, ସିଗାରେଟ୍  ଓ ନିଶାଦ୍ରବ୍ୟ ପୋଲିସ୍ ଜବତ କରାଯାଇଛି। ୨ ଘଣ୍ଟା  ଧରି ଜେଲର ଭିନ୍ନ ଭିନ୍ନ କକ୍ଷରେ ଚଢ଼ାଉ କରିଥିଲା ପୋଲିସ୍। କୁକ୍ଷାତ ଅପରାଧୀ ସୁଶିଲ ଧଳସାମନ୍ତ […]

j

j

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 08:56 AM IST

Sports

Latest News

ବାଲେଶ୍ୱର: ଅପରାଧିକ ଷଡ଼ଯନ୍ତ୍ର ହେଉଥିବା ସନ୍ଦେହରେ ବାଲେଶ୍ୱର ଜେଲ ଉପରେ ଗୁରୁବାର ବିଳମ୍ବିତ ରାତିରେ  ପୋଲିସ୍ ଚଢ଼ାଉ କରିଥିଲା। ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ, ଏସପି, ଡିଏସପି, ୪ ଥାନା ଇନ୍ସପେକ୍ଟର ଓ ୩ ପ୍ଲାଟୁନ ଫୋର୍ସକୁ ନେଇ ଏହି ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ  ବିପୁଳ ପରିମାଣରେ ଗୁଟୁକା, ସିଗାରେଟ୍  ଓ ନିଶାଦ୍ରବ୍ୟ ପୋଲିସ୍ ଜବତ କରାଯାଇଛି। ୨ ଘଣ୍ଟା  ଧରି ଜେଲର ଭିନ୍ନ ଭିନ୍ନ କକ୍ଷରେ ଚଢ଼ାଉ କରିଥିଲା ପୋଲିସ୍।

କୁକ୍ଷାତ ଅପରାଧୀ ସୁଶିଲ ଧଳସାମନ୍ତ ଓ  କଟକର  ୩ ଜଣ ହାର୍ଡକୋର ଅପରାଧୀ ବାଲେଶ୍ୱର ଜେଲରରେ ରହୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos