ବାଲେଶ୍ୱର: ଲୁଟେରା ଦଳର ୩ ଜଣଙ୍କୁ ଗିରଫ କଲା ପୋଲିସ

ବାଲେଶ୍ୱର: ବାଲେଶ୍ୱର ସହରରେ ବିଭିନ୍ନ ସମୟରେ ଲୁଟ୍ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଟାଉନ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ଗୋଟିଏ ମୋଟର ସାଇକେଲ, ୬ଟି ମୋବାଇଲ ଓ ନଗଦ ଟଙ୍କା ଜବତ କରାଯାଇଛି। ଗିରଫ ଯୁବକମାନେ ହେଲେ ସୋର ଅଞ୍ଚଳର ସବ୍ୟସାଚୀ ନାୟକ, ସିଂଲା ଅଞ୍ଚଳର ଦେବାଶିଷ ମିଶ୍ର ଓ ବାଲେଶ୍ୱରର ଗଙ୍ଗାଧର ସାହୁ। ଏମାନେ ଗତ କିଛିଦିନ ଧରି ବାଲେଶ୍ୱର ସହରରେ ଲୁଟ୍ କରୁଥିବାର ପୋଲିସ ସୂଚନା ଦେଇଛି।

loot

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 01:49 PM IST

Related story