ବରଗଡ଼: ଡକାୟତି ଯୋଜନା ପଣ୍ଡ, ୬ ଗିରଫ, ନାବାଳକ ଅଟକ

ବରଗଡ଼: ଏକ ବ୍ୟାଙ୍କ ଡକାୟତି ଯୋଜନା କରୁଥିବା ବେଳେ ୬ ଜଣଙ୍କୁ ବରଗଡ଼ ଜିଲ୍ଲା ଅତାବିରା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜଣେ ନାବାଳକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଅଭିଯୁକ୍ତମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଏକ ରାଉଣ୍ଡ ଜୀବନ୍ତ ଗୁଳି ଓ ଭୂଜାଲି ଜବତ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସ୍‌ପି ଆଶିଷ କୁମାର ସିଂ କହିଛନ୍ତି, “ସୋମବାର ରାତିରେ […]

baragarh-dakayati

baragarh-dakayati

Rakesh Mallick
  • Published: Tuesday, 31 May 2016
  • Updated: 31 May 2016, 12:14 PM IST

Sports

Latest News

ବରଗଡ଼: ଏକ ବ୍ୟାଙ୍କ ଡକାୟତି ଯୋଜନା କରୁଥିବା ବେଳେ ୬ ଜଣଙ୍କୁ ବରଗଡ଼ ଜିଲ୍ଲା ଅତାବିରା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଡକାୟତି ଘଟଣାରେ ସମ୍ପୃକ୍ତ ଥିବା ଜଣେ ନାବାଳକକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

ଅଭିଯୁକ୍ତମାନଙ୍କଠାରୁ ଦୁଇଟି ଦେଶୀ ବନ୍ଧୁକ, ଏକ ରାଉଣ୍ଡ ଜୀବନ୍ତ ଗୁଳି ଓ ଭୂଜାଲି ଜବତ କରାଯାଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ ଏସ୍‌ପି ଆଶିଷ କୁମାର ସିଂ କହିଛନ୍ତି, “ସୋମବାର ରାତିରେ ଅଭିଯୁକ୍ତମାନେ ଚକୁଳି ଫାର୍ମ ନିକଟ ଅର୍ବାନ ବ୍ୟାଙ୍କରେ ଡକାୟତି କରିବାକୁ ଯୋଜନା କରୁଥିଲେ। ବିଶେଷ ସୂତ୍ରରୁ ଖବର ପାଇ ଅତାବିରା ଥାନା ପୋଲିସ ସେଠାରେ ଚଢାଉ କରି ସେମାନଙ୍କୁ ଗିରଫ କରିଥିଲେ।

ଗିରଫ ଅଭିଯୁକ୍ତମାନଙ୍କ ନାଁରେ ପୂର୍ବରୁ ବହୁ ମାମଲା ଥିବା ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story