ବ୍ରହ୍ମପୁର: ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଯୋଗୀ ଆହତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମରଦା ଛକରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଯୋଗୀ ଗୌଡ଼ ଆହତ ହୋଇଛନ୍ତି। ଯୋଗୀର ବାମ ଗୋଡ଼ରେ ଗୁଳି ବାଜିଛି। ପୋଲିସ୍‌ ତା’ଠାରୁ ଗୋଟିଏ ବାଇକ, ମାଉଜର ଓ ୩ ରାଉଣ୍ଡ ଗୁଳି ଜବତ କରିଛି। ଯୋଗୀ ନାଁରେ ଭୁବନେଶ୍ୱର, ଖୋର୍ଦ୍ଧା ଓ ଗଞ୍ଜାମ ଥାନା ଅଞ୍ଚଳରେ ୧୫ରୁ ଊର୍ଦ୍ଧ୍ୱ ମାମଲା ରହିଛି। କମିଶନରେଟ ପୋଲିସ୍‌ ପାଇଁ ଯୋଗୀ ମୋଷ୍ଟ ୱାଣ୍ଟେଡ୍‌ ଥିଲା।

barhampur

Rakesh Mallick
  • Published: Thursday, 16 February 2017
  • , Updated: 16 February 2017, 09:47 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମରଦା ଛକରେ ପୋଲିସ ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଯୋଗୀ ଗୌଡ଼ ଆହତ ହୋଇଛନ୍ତି। ଯୋଗୀର ବାମ ଗୋଡ଼ରେ ଗୁଳି ବାଜିଛି। ପୋଲିସ୍‌ ତା’ଠାରୁ ଗୋଟିଏ ବାଇକ, ମାଉଜର ଓ ୩ ରାଉଣ୍ଡ ଗୁଳି ଜବତ କରିଛି।

ଯୋଗୀ ନାଁରେ ଭୁବନେଶ୍ୱର, ଖୋର୍ଦ୍ଧା ଓ ଗଞ୍ଜାମ ଥାନା ଅଞ୍ଚଳରେ ୧୫ରୁ ଊର୍ଦ୍ଧ୍ୱ ମାମଲା ରହିଛି। କମିଶନରେଟ ପୋଲିସ୍‌ ପାଇଁ ଯୋଗୀ ମୋଷ୍ଟ ୱାଣ୍ଟେଡ୍‌ ଥିଲା।

Related story