ବ୍ରହ୍ମପୁର: ଗୁଟଖା କାରଖାନା ଉପରେ ଚଢ଼ାଉ

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଅଳକାପୁରୀ ତୃତୀୟ ସାହିରେ ଥିବା ଏକ ଗୁଟଖା କାରଖାନା ଉପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଗୁଟଖା ଓ ମେସିନ୍‌ ଜବତ କରିଛି। ଜବତ ଗୁଟଖାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ରବୀନ୍ଦ୍ର ବାଡ଼ତ୍ୟା ନାମକ ଜଣେ ବ୍ୟବସାୟୀ ବେଆଇନ ଭାବେ ଗୁଟଖା ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଥିଲେ। ଅଭିଯୋଗ ମିଳିବା ପରେ ସଦର ଥାନା ଅଧିକାରୀଙ୍କ ସମେତ ସଦଳବଳେ ଚଢାଉ କରିଥିଲେ।

bramhapur-map

bramhapur-map

Rakesh Mallick
  • Published: Friday, 19 February 2016
  • Updated: 20 February 2016, 03:00 AM IST

ବ୍ରହ୍ମପୁର: ସଦର ଥାନା ଅନ୍ତର୍ଗତ ଅଳକାପୁରୀ ତୃତୀୟ ସାହିରେ ଥିବା ଏକ ଗୁଟଖା କାରଖାନା ଉପରେ ପୋଲିସ ଚଢାଉ କରି ବିପୁଳ ପରିମାଣର ଗୁଟଖା ଓ ମେସିନ୍‌ ଜବତ କରିଛି। ଜବତ ଗୁଟଖାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ। ରବୀନ୍ଦ୍ର ବାଡ଼ତ୍ୟା ନାମକ ଜଣେ ବ୍ୟବସାୟୀ ବେଆଇନ ଭାବେ ଗୁଟଖା ପ୍ରସ୍ତୁତ କରୁଥିବା ଅଭିଯୋଗ ହୋଇଥିଲେ। ଅଭିଯୋଗ ମିଳିବା ପରେ ସଦର ଥାନା ଅଧିକାରୀଙ୍କ ସମେତ ସଦଳବଳେ ଚଢାଉ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos