ବ୍ରାଉନ୍‌ ସୁଗାର ଜବତ, ଜଣେ ଗିରଫ

ବାରିପଦା: ବାରିପଦା ଅବକାରୀ ବିଭାଗ ସହର ଉପକଣ୍ଠ ଶୁନଗଡ଼ିଆ ଅଞ୍ଚଳରୁ ଗତକାଲି ୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଭାବେ ମୁଖିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ବ୍ରାଉନସୁଗର ମୂଲ୍ୟ ଲକ୍ଷେ ୨୫ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି। ଶୁନଗଡ଼ିଆ ଅଞ୍ଚଳରେ ବ୍ରାଉନ ସୁଗାର ଚୋରା କାରବାର ହେଉଥିବା ନେଉ ଅଭିଯୋଗ ହେଉଥିଲା। ଅଭିଯୋଗକୁ ଭିତ୍ତିକରି ଅବକାରୀ ବିଭାଗ ଆଜି ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଛି। ତେବେ ଏହି […]

brown sugar

Rakesh Mallick
  • Published: Sunday, 22 January 2017
  • , Updated: 23 January 2017, 08:16 AM IST

ବାରିପଦା: ବାରିପଦା ଅବକାରୀ ବିଭାଗ ସହର ଉପକଣ୍ଠ ଶୁନଗଡ଼ିଆ ଅଞ୍ଚଳରୁ ଗତକାଲି ୧୨ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହିତ ଭାବେ ମୁଖିକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜବତ ବ୍ରାଉନସୁଗର ମୂଲ୍ୟ ଲକ୍ଷେ ୨୫ ହଜାର ଟଙ୍କା ହେବ ବୋଲି ଜଣାପଡ଼ିଛି।

ଶୁନଗଡ଼ିଆ ଅଞ୍ଚଳରେ ବ୍ରାଉନ ସୁଗାର ଚୋରା କାରବାର ହେଉଥିବା ନେଉ ଅଭିଯୋଗ ହେଉଥିଲା। ଅଭିଯୋଗକୁ ଭିତ୍ତିକରି ଅବକାରୀ ବିଭାଗ ଆଜି ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିଛି। ତେବେ ଏହି କାରବାରରେ ଅନ୍ୟ କେଉଁମାନେ ସାମିଲ ଅଛନ୍ତି ସେନେଇ ତଦନ୍ତ ଚାଲିଛି ବୋଲି ଅବକାରୀ ବିଭାଗର ଜଣେ ଅଧିକାରୀ କହିଛନ୍ତି।

Related story