ଭୁବନେଶ୍ୱର: କୋର୍ଟରୁ ଚମ୍ପଟ୍ ଉଦ୍ୟମ, ତିନି ମହଲାରୁ ଡେଇଁ ଅଭିଯୁକ୍ତ ଗୁରୁତର

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସରରୁ ଚମ୍ପଟ ମାରିବାକୁ ଉଦ୍ୟମ କରି ମଙ୍ଗଳବାର ଜଣେ ଅଭିଯୁକ୍ତ ଆହତ ହୋଇଛି। ତା ନାଁ ଅଶୋକ ବେହେରା। ଏକ ମାମଲାରେ ଆଜି ତାକୁ କୋର୍ଟରେ ହାଜର କରାଯାଇଥିଲା। ତେବେ ସେ କୋର୍ଟ ପରିସରରୁ ଖସି ପଳାଇବାକୁ ଉଦ୍ୟମ କରି କୋର୍ଟର ତୃତୀୟ ମହଲାରୁ ତଳକୁ ଡେଉଁ ପଡ଼ିଥିଲା। ତାକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥାରେ ସୁଧାର ନ ଆସିବାରୁ ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି […]

jail-escape

jail-escape

Rakesh Mallick
  • Published: Tuesday, 16 February 2016
  • Updated: 16 February 2016, 02:13 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସରରୁ ଚମ୍ପଟ ମାରିବାକୁ ଉଦ୍ୟମ କରି ମଙ୍ଗଳବାର ଜଣେ ଅଭିଯୁକ୍ତ ଆହତ ହୋଇଛି। ତା ନାଁ ଅଶୋକ ବେହେରା। ଏକ ମାମଲାରେ ଆଜି ତାକୁ କୋର୍ଟରେ ହାଜର କରାଯାଇଥିଲା। ତେବେ ସେ କୋର୍ଟ ପରିସରରୁ ଖସି ପଳାଇବାକୁ ଉଦ୍ୟମ କରି କୋର୍ଟର ତୃତୀୟ ମହଲାରୁ ତଳକୁ ଡେଉଁ ପଡ଼ିଥିଲା। ତାକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥାରେ ସୁଧାର ନ ଆସିବାରୁ ତାକୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story