ବିରଳ ପ୍ରଜାତିର ୧୫ଟି ଗୁଣ୍ଡୁରି ଚଢେଇ ଜବତ, ୩ଜଣ ଅଟକ

ଭୁବନେଶ୍ୱର: ପଟିଆ ରେଳଷ୍ଟେସନ ଅଞ୍ଚଳରେ ଯାଯାବର ସଂପ୍ରଦାୟ ଲୋକଙ୍କ ଉପରେ ବନ ବିଭାଗର ଚଢଉ କରି ବିରଳ ପ୍ରଜାତିର ୧୫ଟି ଜୀବନ୍ତ ଓ ଗୋଟିଏ ମୃତ ଗୁଣ୍ଡୁରି ଚଢେଇ ଜବତ କରିଛି। ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି। ଛତିଶଗଡରୁ ଏହିସବୁ  ଚଢେଇକୁ ଅଣାଯାଇଥିବା ଜଣାପଡ଼ିଛି। ଚଢ଼େଇ ସହ ୧୫ଟି ପଂଜୁରି ଓ ଦୁଇଟି ଜାଲ ମଧ୍ୟ ବନ ବିଭାଗ ଜବତ କରିଛି । ଏହି ପ୍ରଜାତିର ଚଢେଇ ସିଡ୍ୟୁଲ ୪ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଭାରତରେ ଅଧିକ ଏହାର […]

bird

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 10:01 PM IST

ଭୁବନେଶ୍ୱର: ପଟିଆ ରେଳଷ୍ଟେସନ ଅଞ୍ଚଳରେ ଯାଯାବର ସଂପ୍ରଦାୟ ଲୋକଙ୍କ ଉପରେ ବନ ବିଭାଗର ଚଢଉ କରି ବିରଳ ପ୍ରଜାତିର ୧୫ଟି ଜୀବନ୍ତ ଓ ଗୋଟିଏ ମୃତ ଗୁଣ୍ଡୁରି ଚଢେଇ ଜବତ କରିଛି। ଏହି ଘଟଣାରେ ୩ଜଣଙ୍କୁ ଅଟକ ରଖିଛି। ଛତିଶଗଡରୁ ଏହିସବୁ  ଚଢେଇକୁ ଅଣାଯାଇଥିବା ଜଣାପଡ଼ିଛି।

ଚଢ଼େଇ ସହ ୧୫ଟି ପଂଜୁରି ଓ ଦୁଇଟି ଜାଲ ମଧ୍ୟ ବନ ବିଭାଗ ଜବତ କରିଛି । ଏହି ପ୍ରଜାତିର ଚଢେଇ ସିଡ୍ୟୁଲ ୪ ଅନ୍ତର୍ଭୁକ୍ତ ହୋଇଥିବା ବେଳେ ଭାରତରେ ଅଧିକ ଏହାର ଶିକାର କରାଯାଉଛି ।

Related story