ଭଦ୍ରକ: ଆଖଣ୍ଡଳମଣି ମନ୍ଦିର ହୁଣ୍ଡିରୁ ଚୋରି

ଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଆଖଣ୍ଡଳମଣି ମନ୍ଦିର ହୁଣ୍ଡିରୁ ଗୁରୁବାର ଲକ୍ଷାଧିକ ଟଙ୍କା ଚୋରି  ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିରର ଦକ୍ଷିଣ ଦ୍ୱାର ଗେଟ୍‌ରୁ ତାଲା ତାଡ଼ି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ମୁଖ୍ୟ ଦ୍ୱାର ବନ୍ଦ ଥିବାବେଳେ ମନ୍ଦିରର ଉଚ୍ଚା ପାଚେରି ଡେଇଁ ଚୋରି କରାଯାଇଥିବା ଅନୁମାନ କରାଯାଉଛି। ମନ୍ଦିର ହୁଣ୍ଡିକୁ ୪ମାସରୁ ଅଧିକ ସମୟ ଧରି ଖୋଲା ଯାଇ ନ ଥିଲା। ତେଣୁ ଏଥିରେ ୪ଲକ୍ଷରୁ ଅଧିକ ଟଙ୍କା ଓ ଭକ୍ତ  […]

akhandalaman

akhandalaman

Rakesh Mallick
  • Published: Thursday, 18 February 2016
  • Updated: 18 February 2016, 07:18 AM IST

Sports

Latest News

temple-hundiଚାନ୍ଦବାଲି:  ଭଦ୍ରକ ଜିଲ୍ଲା ଆଖଣ୍ଡଳମଣି ମନ୍ଦିର ହୁଣ୍ଡିରୁ ଗୁରୁବାର ଲକ୍ଷାଧିକ ଟଙ୍କା ଚୋରି  ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିରର ଦକ୍ଷିଣ ଦ୍ୱାର ଗେଟ୍‌ରୁ ତାଲା ତାଡ଼ି ଦୁର୍ବୃତ୍ତମାନେ ଲକ୍ଷାଧିକ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ମୁଖ୍ୟ ଦ୍ୱାର ବନ୍ଦ ଥିବାବେଳେ ମନ୍ଦିରର ଉଚ୍ଚା ପାଚେରି ଡେଇଁ ଚୋରି କରାଯାଇଥିବା ଅନୁମାନ କରାଯାଉଛି।

ମନ୍ଦିର ହୁଣ୍ଡିକୁ ୪ମାସରୁ ଅଧିକ ସମୟ ଧରି ଖୋଲା ଯାଇ ନ ଥିଲା। ତେଣୁ ଏଥିରେ ୪ଲକ୍ଷରୁ ଅଧିକ ଟଙ୍କା ଓ ଭକ୍ତ  ଦେଇଥିବା  ସୁନା ଓ ରୂପା ଗହଣା ରହିଥିବା ଅନୁମାନ କରାଯାଉଛି।

ଧୁଷୁରୀ ପୋଲିସ୍ ଘଟଣାର ତଦନ୍ତ କରୁଛି।

ମନ୍ଦିର ପ୍ରଶାସନ ପକ୍ଷରୁ  ୨ ଜଣ ରାତ୍ର ଜଗୁଆଳିଙ୍କ ବିରୋଧରେ ଏତଲା ଦିଆଯାଇଛି।

ଧୁଷୁରୀ ଆଇଆଇସି ବୁଲୁ ମୁଣ୍ଡା କହିଛନ୍ତି ଯେ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ଥାଇ ଚୋରି ହୋଇଛି। ମନ୍ଦିର ଭିତରେ ଆଉ କେହି ନ ଥିଲେ। ତେଣୁ ସୁରକ୍ଷାକର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ଦୁର୍ବୃତ୍ତମାନେ ମନ୍ଦିରର କାନ୍ଥ ଡେଇଁ ପ୍ରବେଶ କରି ଥିବା ଅନୁମାନ କରାଯାଉଛି। ରାତି ପ୍ରାୟ ଗୋଟାଏ ପର୍ଯ୍ୟନ୍ତ ମନ୍ଦିର ଅଞ୍ଚଳରେ ପୋଲିସ୍ ପାଟ୍ରୋଲିଂ କରି ଥିଲା। ତେଣୁ ରାତି ଗୋଟାଏରୁ ଚାରିଟା ମଧ୍ୟରେ ଚୋରି ହୋଇଥିବା ଅନୁମାନ କରାଯାଉଛି।

ସେବାୟତ ବାବାଜୀ ପାଢ଼ି କହିଛନ୍ତି ଯେ ମନ୍ଦିରର ସୁରକ୍ଷା ପ୍ରତି ସରକାର ଆଦୌ ଚିନ୍ତିତ ନାହାନ୍ତି। ବାରମ୍ବାର ଏଠାରେ ଚୋରି ହେଉଛି। ସୁରକ୍ଷାକର୍ମୀଚାରୀ ଉପସ୍ଥିତ ଥାଇ ମନ୍ଦିରରୁ ଚୋରି ହୋଇଛି। ୪ ମାସ ହେଲାଣି ହୁଣ୍ଡି ଖୋଲା ଯାଇ ନ ଥିଲା। ୪ ମାସ ପାଖାପାଖି ବ୍ୟବଧାନରେ ହୁଣ୍ଡି ଖୋଲିଲେ ୨ରୁ ୪ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସହିତ ଭକ୍ତମାନେ ଦାନ କରିଥିବା ସୁନା ଓ ରୂପା ଅଳଙ୍କାର ମିଳିଥାଏ।

ବାରମ୍ବାର ଚୋରି ହେଉଥିବାରୁ ମନ୍ଦିରରେ ସିସିଟିଭି ଲଗାଇବା ପାଇଁ ମଧ୍ୟ ସେବାୟତମାନେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story