ଭଦ୍ରକ: ନକଲି କ୍ରାଇମ୍‌ବ୍ରାଞ୍ଚ ଅଫିସର ଗିରଫ

ଭଦ୍ରକ: ନିଜକୁ କ୍ରାଇମବ୍ରାଞ୍ଚ ଅଫିସରର ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଥିବା ଜଣେ ଯୁବକକୁ  ଭଦ୍ରକ ପୁରୁଣାବଜାର ପୋଲିସ୍ ଗିରଫ କରିଛି। ତା’ ନାଁ ଚନ୍ଦ୍ରକାନ୍ତ ରାଉତ। ପୋଲିସ୍ ଚନ୍ଦ୍ରକାନ୍ତକୁ ତା’ର ଓଲଙ୍ଗସ୍ଥିତ ଶ୍ୱଶୂର  ଘରୁ  ଗିରଫ କରିଛି।  ଚନ୍ଦ୍ରକାନ୍ତର ଘର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ  ନୟାଗଡ଼ ଗାଁରେ। ପ୍ରାୟ୧୫ ବର୍ଷ ହେଲା ସେ ଓଲଙ୍ଗ ଗାଁରେ ରହୁଥିଲେ। ଚନ୍ଦନ ବଜାର ଅଞ୍ଚଳର ବ୍ୟବସାୟୀ ଓମ୍ ପ୍ରକାଶ ଗୁପ୍ତାଙ୍କ ଅଭିଯୋଗ କ୍ରମେ ପୋଲିସ୍ ତାକୁ […]

bhadrak-crime-branch

bhadrak-crime-branch

Rakesh Mallick
  • Published: Friday, 11 March 2016
  • Updated: 12 March 2016, 10:00 AM IST

Sports

Latest News

ଭଦ୍ରକ: ନିଜକୁ କ୍ରାଇମବ୍ରାଞ୍ଚ ଅଫିସରର ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିଥିବା ଜଣେ ଯୁବକକୁ  ଭଦ୍ରକ ପୁରୁଣାବଜାର ପୋଲିସ୍ ଗିରଫ କରିଛି। ତା’ ନାଁ ଚନ୍ଦ୍ରକାନ୍ତ ରାଉତ। ପୋଲିସ୍ ଚନ୍ଦ୍ରକାନ୍ତକୁ ତା’ର ଓଲଙ୍ଗସ୍ଥିତ ଶ୍ୱଶୂର  ଘରୁ  ଗିରଫ କରିଛି।  ଚନ୍ଦ୍ରକାନ୍ତର ଘର କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ  ନୟାଗଡ଼ ଗାଁରେ।

ପ୍ରାୟ୧୫ ବର୍ଷ ହେଲା ସେ ଓଲଙ୍ଗ ଗାଁରେ ରହୁଥିଲେ। ଚନ୍ଦନ ବଜାର ଅଞ୍ଚଳର ବ୍ୟବସାୟୀ ଓମ୍ ପ୍ରକାଶ ଗୁପ୍ତାଙ୍କ ଅଭିଯୋଗ କ୍ରମେ ପୋଲିସ୍ ତାକୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story