କଟକ: ଭୋଲା ଭଗତଙ୍କୁ ଧରି ତାଙ୍କ ଘର ସର୍ଚ୍ଚ କଲା କମିଶନରେଟ୍ ପୋଲିସ୍

କଟକ: ଉତ୍ତର ପ୍ରଦେଶର କାନପୁରରୁ ଗିରଫ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ଭୋଲା ଭଗତକୁ ୫ ଦିନିଆ ରିମାଣ୍ଡରେ ଆଣି ପୋଲିସ୍ ମାରାଥନ ଜେରା କରୁଛି। ଆଜି ଭୋଲା ଭଗତକୁ କଡ଼ାସୁରକ୍ଷା ବଳୟ ଭିତରେ କମିଶନରେଟ୍ ପୋଲିସର ଏକ  ସ୍ୱତନ୍ତ୍ର ଟିମ୍ ବାଦାମବାଡି ଘରକୁ ଆଣିଛି। ୮ ଜଣ ପୋଲିସ୍ ଅଫିସରଙ୍କୁ ନେଇ ଗଠିତ ହୋଇଥିବା ଏକ ସ୍ୱତନ୍ତ୍ର ଟିମ୍  ଭୋଲା ଭଗତଙ୍କ  ଘରେ ପହଞ୍ଚି ଖାନତାଲାସ କରୁଛି। ଭୋଲା ଭଗତକୁ ମାରାଥନ ଜେରା ବେଳେ  ପୋଲିସକୁ […]

bhola

bhola

Rakesh Mallick
  • Published: Wednesday, 23 March 2016
  • Updated: 23 March 2016, 09:23 AM IST

Sports

Latest News

କଟକ: ଉତ୍ତର ପ୍ରଦେଶର କାନପୁରରୁ ଗିରଫ ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ଭୋଲା ଭଗତକୁ ୫ ଦିନିଆ ରିମାଣ୍ଡରେ ଆଣି ପୋଲିସ୍ ମାରାଥନ ଜେରା କରୁଛି। ଆଜି ଭୋଲା ଭଗତକୁ କଡ଼ାସୁରକ୍ଷା ବଳୟ ଭିତରେ କମିଶନରେଟ୍ ପୋଲିସର ଏକ  ସ୍ୱତନ୍ତ୍ର ଟିମ୍ ବାଦାମବାଡି ଘରକୁ ଆଣିଛି। ୮ ଜଣ ପୋଲିସ୍ ଅଫିସରଙ୍କୁ ନେଇ ଗଠିତ ହୋଇଥିବା ଏକ ସ୍ୱତନ୍ତ୍ର ଟିମ୍  ଭୋଲା ଭଗତଙ୍କ  ଘରେ ପହଞ୍ଚି ଖାନତାଲାସ କରୁଛି। ଭୋଲା ଭଗତକୁ ମାରାଥନ ଜେରା ବେଳେ  ପୋଲିସକୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।  ଭୋଲା ଭଗତ  ତା’ ଘରେ କିଛି ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ରଖିଥିବା ପୋଲିସ୍ ଆଗରେ  ସ୍ୱୀକାର କରିଛି।

ଓମ୍‌ ଓ ଦୀପୁ ହତ୍ୟାକାଣ୍ଡରେ ଭୋଲାର ଭୂମିକା ଥିବା ନେଇ ଜେରା ବେଳେ ସୂଚନା ମିଳିଛି। ଡି’ ବ୍ରଦର୍ସଙ୍କ ଟେଣ୍ଡର ଫିକ୍ସିଂ ଭୋଲା ଜରିଆରେ ହେଉଥିବାର ପ୍ରମାଣ ମିଳିଛି। ସିଏମ୍‌ସିର ସଫେଇ କାମ ନେଇଥିବା ରାମକୀ ସଂସ୍ଥାଠାରୁ ଭୋଲା ମାଧ୍ୟମରେ ହିଁ ମାସିକ ୩ରୁ ୪ ଲକ୍ଷ ଟଙ୍କା ଡି’ ବ୍ରଦର୍ସଙ୍କ ପାଖକୁ ଯାଉଥିଲା। ଟେଣ୍ଡର ହାତେଇବା ଓ ସୁରକ୍ଷା ବାବଦକୁ କୋଟି କୋଟି ଟଙ୍କା ଭୋଲା ମାଧ୍ୟମରେ ଆଦାୟ କରାଯାଉଥିଲା। ୧୯୯୯ ମସିହାରୁ ଡି’ ବ୍ରଦର୍ସଙ୍କ ସହ ଭୋଲାର ସମ୍ପର୍କ ଥିଲା। ଦୁଇଭାଇଙ୍କ ଗିରଫଦାରୀ ପରେ ସେ ଫେରାର ହୋଇଯାଇଥିଲା। ଫୋନ ଟ୍ରାକ୍‌ କରି କମିଶନରେଟ୍‌ ପୋଲିସ ତାକୁ ଉତ୍ତରପ୍ରଦେଶର କାନପୁରରୁ ଗିରଫ କରିଥିଲା। ଆହ୍ଲାବାଦ ଏସ୍‌ଆର୍‌ପି ସହାୟତାରେ କମିଶନରେଟ୍ ପୋଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍ ତାକୁ ଗିରଫ କରିବାରେ ସଫଳ ହୋଇଥିଲା।

ଡି’ବ୍ରଦର୍ସଙ୍କ ଅପରାଧିକ କାର୍ଯ୍ୟକଳାପର ତଦନ୍ତ ବେଳେ ଭୋଲାଙ୍କ ସଂପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିଲା। ଧଳସାମନ୍ତ ଭ୍ରାତାଙ୍କ ସହ ମିଶି ଭୋଲା ବିଭିନ୍ନ ପ୍ରକାର ବ୍ୟବସାୟ କରୁଥିଲା। ଭୋଲା ଘରେ ଚଢାଉ ବେଳେ ଜବତ ହୋଇଥିବା କାର ଦୀପୁ ଓ ଓମ୍ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଜଣାପଡିଛି।

ଗତକାଲି ଧଳସାମନ୍ତ ଭ୍ରାତାଙ୍କ ଘନିଷ୍ଠ ସହଯୋଗୀ ଭୋଲା ଭଗତକୁ କମିଶନରେଟ୍‌ ପୋଲିସ ୫ ଦିନ ରିମାଣ୍ଡରେ ନେଇଥିଲା ।ମଙ୍ଗଳବାର ଭୋଲାକୁ ୫ ଦିନ ରିମାଣ୍ଡରେ ନେବା ପାଇଁ କଟକ ଏସଡିଜେଏମ୍ କୋର୍ଟ ପୋଲିସକୁ ଅନୁମତି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story