ଭୁବନେଶ୍ୱର: ବନ୍ଧୁକ ମୂନରେ ଲୁଟ ଅଭିଯୋଗ

ଭୁବନେଶ୍ୱର: କଟକ ମଧୁପାଟଣା ଲୁଟ୍ ଘଟଣାକୁ ୨ ଦିନ ନ ପୁରୁଣୁ ସେହି ସମାନ ଢଙ୍ଗରେ ଭୁବନେଶ୍ୱର ଶିଶୁପାଳଗଡରୁ ଡ଼କାୟତି ଅଭିଯୋଗ ହୋଇଛି। ବନ୍ଧୁକ ମୂନରେ ଦମ୍ପତ୍ତିଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶିଶୁପାଳଗଡ଼ରେ ଦମ୍ପତ୍ତିଙ୍କୁ ବାନ୍ଧି ଦୁବୃର୍ତ୍ତ ମାନେ ଲୁଟ୍ କରିଥିଲେ । ଘଟଣା ସଂପର୍କରେ ଧଉଳି ଥାନାରେ ଅଭିଯୋଗ ହୋଇଛି। ଦୁବୃର୍ତ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଜାରି ରଖିଛି।

 

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।