ଭୁବନେଶ୍ୱର: ବନ୍ଧୁକ ମୂନରେ ଲୁଟ ଅଭିଯୋଗ

ଭୁବନେଶ୍ୱର: କଟକ ମଧୁପାଟଣା ଲୁଟ୍ ଘଟଣାକୁ ୨ ଦିନ ନ ପୁରୁଣୁ ସେହି ସମାନ ଢଙ୍ଗରେ ଭୁବନେଶ୍ୱର ଶିଶୁପାଳଗଡରୁ ଡ଼କାୟତି ଅଭିଯୋଗ ହୋଇଛି। ବନ୍ଧୁକ ମୂନରେ ଦମ୍ପତ୍ତିଙ୍କଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଶିଶୁପାଳଗଡ଼ରେ ଦମ୍ପତ୍ତିଙ୍କୁ ବାନ୍ଧି ଦୁବୃର୍ତ୍ତ ମାନେ ଲୁଟ୍ କରିଥିଲେ । ଘଟଣା ସଂପର୍କରେ ଧଉଳି ଥାନାରେ ଅଭିଯୋଗ ହୋଇଛି। ଦୁବୃର୍ତ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଜାରି ରଖିଛି।  

mou

Rakesh Mallick
  • Published: Tuesday, 21 July 2015
  • , Updated: 21 July 2015, 06:27 AM IST

Related story