ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ହଳିଦିପଡିଆ। ବାଲେଶ୍ୱରରୁ ବ୍ରାଉନସୁଗାର ଆଣି ହଳିଦିପଡିଆରେ ବିକ୍ରି ଯୋଜନା କରୁଥିବାବେଳେ ଦୁଇ ଅଭିଯୁକ୍ତ ଗିରଫ କରିଛି କମିଶନରେଟ୍ ପୋଲିସ୍। ଭୁବନେଶ୍ୱର ଟଙ୍କପାଣି ରୋଡରେ ୬୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଏହି ଦୁଇଜଣଙ୍କୁ ପୋଲିସ ଗିରଫ କରିଥିଲା। ଗିରଫ ଦୁଇଜଣ ହଳିଦିପଡିଆ ବସ୍ତି ବାସିନ୍ଦା ବୋଲି ଜଣାପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ରାଜଧାନୀରେ ଯୁବକଙ୍କୁ ଅପହରଣ ଓ ଆକ୍ରମଣ ଘଟଣା: ୨ ଅଟକ
ଗତକାଲି ଜମିବାଡ଼ି ବିବାଦକୁ ନେଇ ସନ୍ତୋଷ ପଣ୍ଡାଙ୍କୁ ସ୍କର୍ପିଓରେ ଉଠାଇ ନେଇଥିଲେ। ଗଣ୍ଡରପୁର ନଦୀପଠାରେ ନେଇ ମରଣାନ୍ତକ ଆକ୍ରମଣ କରିଥିଲେ କିଛି ଯୁବକ।
Crime
ନମ୍ବର ପ୍ଲେଟ ଲୁଚାଇ ସ୍କର୍ପିଓରେ ଆସିଲେ; ଯୁବକଙ୍କୁ ଟେକି ନେଲେ
ଜମି ଜମା ବିବାଦକୁ କେନ୍ଦ୍ର କରି ଏହି ମରଣାନ୍ତକ ଆକ୍ରମଣ ହୋଇଥିବା ସନ୍ତୋଷଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି।
Crime
ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ; ୬ଟି ସ୍ଥାନରେ ଚଢ଼ାଉ
ଏହି ରେଡରେ ଭିଜିଲାନ୍ସର ଜଣେ ଅତିରିକ୍ତ ଏସପି, ୨ ଜଣ ଡିଏସପି ଓ ୮ ଇନିସପେକ୍ଟର ଓ ୬ ଏଏସଆଇ ଚଢ଼ାଉରେ ସାମିଲ ଅଛନ୍ତି।
Crime
ପାର୍କିଂ ବିବାଦକୁ ନେଇ ପଡୋଶୀଙ୍କ କାର ଜାଳିଦେଲେ
ପ୍ରଥମେ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରିବା ପରେ ରାଗରେ ଜାଳିଦେଲା କାର୍। ୬୦୦ କିମି ପିଛା କରି ଅଭିଯୁକ୍ତକୁ ଉତ୍ତରପ୍ରଦେଶର ଆମେଥିରୁ ଗିରଫ କଲା ପୁଲିସ।
Crime
ଓଡ଼ିଶାରେ ୫ମାସରେ ୪୧ଗଣଦୁଷ୍କର୍ମ ସମେତ ୯୨୪୮ଟି ମହିଳା ହିଂସା ମାମଲା
ଆଜି ବିଧାନସଭାରେ ବିଜେଡି ବିଧାୟକ ଅଧୀରାଜ ପାଣିଗ୍ରାହୀଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଜୁନ୍ ୧୦ରୁ ନଭେମ୍ବର ୨୨ତାରିଖ ମଧ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସାର ମୋଟ ୯୨୪୮ଟି ମାମଲା ରୁଜୁ ହୋଇଛି ।