କ୍ୟାପିଟାଲ ହସ୍ପିଟାଲରୁ ୩ ଦଲାଲ ଗିରଫ

ଭୁବନେଶ୍ୱର: ଆଜି କ୍ୟାପିଟାଲ ହସ୍ପିଟାଲରୁ ୩ ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି। ସେମାନେ ହସ୍ପିଟାଲ ପଛ ପାର୍ଶ୍ୱରେ ଥିବା କ୍ଲିନିକ୍‌ କର୍ମଚାରୀ ବୋଲି ଜଣାପଡ଼ିଛି। ସରକାରୀ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ବିଭିନ୍ନ ଆଳରେ ଏହି ଦଲାଲମାନେ ହସ୍ପିଟାଲ ଓ କ୍ଲିନିକ୍‌କୁ ପଠାଉ ଥିଲେ। ଏଥିପାଇଁ ହସ୍ପିଟାଲ ଓ କ୍ଲିନିକ୍‌ ପକ୍ଷରୁ ସେମାନଙ୍କୁ ଅର୍ଥ ମଧ୍ୟ ମିଳୁଥିଲା। ରୋଗୀ ଚାଲାଣ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦଲାଲମାନଙ୍କୁ ଗିରଫ କରିଛି […]

capital-hospital

Rakesh Mallick
  • Published: Tuesday, 25 April 2017
  • , Updated: 25 April 2017, 08:13 PM IST

ଭୁବନେଶ୍ୱର: ଆଜି କ୍ୟାପିଟାଲ ହସ୍ପିଟାଲରୁ ୩ ଜଣ ଦଲାଲଙ୍କୁ ପୋଲିସ ଗିରଫ କରିଛି। ସେମାନେ ହସ୍ପିଟାଲ ପଛ ପାର୍ଶ୍ୱରେ ଥିବା କ୍ଲିନିକ୍‌ କର୍ମଚାରୀ ବୋଲି ଜଣାପଡ଼ିଛି।

ସରକାରୀ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ବିଭିନ୍ନ ଆଳରେ ଏହି ଦଲାଲମାନେ ହସ୍ପିଟାଲ ଓ କ୍ଲିନିକ୍‌କୁ ପଠାଉ ଥିଲେ। ଏଥିପାଇଁ ହସ୍ପିଟାଲ ଓ କ୍ଲିନିକ୍‌ ପକ୍ଷରୁ ସେମାନଙ୍କୁ ଅର୍ଥ ମଧ୍ୟ ମିଳୁଥିଲା। ରୋଗୀ ଚାଲାଣ ନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଦଲାଲମାନଙ୍କୁ ଗିରଫ କରିଛି କୋର୍ଟ ଚାଲାଣ କରିଛି।

https://www.youtube.com/watch?v=5q6Eam6INxk

Related story