ଭୁବନେଶ୍ୱର ପ୍ରେସ୍‌ କଲୋନୀରେ ଗୁଳିକାଣ୍ଡ, ୨ ଆହତ

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱର ପ୍ରେସ୍‌ କଲୋନୀରେ ଆଜି ଗୁଳିକାଣ୍ଡ ଘଟିଛି। ଏଥିରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି। ଆହତମାନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଗୁଳିମାଡ଼ କରିଥିବା ଯୁବକଙ୍କ ଭାଇ କିଛି ଦିନ ତଳେ ଗିରଫ ହୋଇଥିଲେ। ଆହତ ଯୁବକଙ୍କ ମଧ୍ୟରୁ ଜଣେ ଅଭିଯୋଗକାରୀ ଥିବାରୁ  ତାଙ୍କ ଉପରେ ଏଭଳି ଗୁଳିମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ଏହାକୁ ନେଇ ଶ୍ରୀୟା ଟକିଜ ଛକରେ ଉତ୍ତେଜନା ପ୍ରକାଶ ପାଇଛି। ଗଣ୍ଡଗୋଳ ଆଶଙ୍କାରେ ଏହି ଛକରେ […]

firing at prassclub in bbsr

firing at prassclub in bbsr

Rakesh Mallick
  • Published: Sunday, 21 February 2016
  • Updated: 22 February 2016, 04:13 AM IST

Sports

Latest News

ଭୁବନେଶ୍ୱର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଭୁବନେଶ୍ୱର ପ୍ରେସ୍‌ କଲୋନୀରେ ଆଜି ଗୁଳିକାଣ୍ଡ ଘଟିଛି। ଏଥିରେ ଦୁଇଜଣ ଯୁବକ ଆହତ ହୋଇଛନ୍ତି। ଆହତମାନଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଗୁଳିମାଡ଼ କରିଥିବା ଯୁବକଙ୍କ ଭାଇ କିଛି ଦିନ ତଳେ ଗିରଫ ହୋଇଥିଲେ। ଆହତ ଯୁବକଙ୍କ ମଧ୍ୟରୁ ଜଣେ ଅଭିଯୋଗକାରୀ ଥିବାରୁ  ତାଙ୍କ ଉପରେ ଏଭଳି ଗୁଳିମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି। ଏହାକୁ ନେଇ ଶ୍ରୀୟା ଟକିଜ ଛକରେ ଉତ୍ତେଜନା ପ୍ରକାଶ ପାଇଛି। ଗଣ୍ଡଗୋଳ ଆଶଙ୍କାରେ ଏହି ଛକରେ ଦୋକାନ ବଜାର ବନ୍ଦ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos