କୋର୍ଟରେ ହାଜର ପରେ ବିଚାର ବିଭାଗୀୟ ହାଜତକୁ ଗଲେ ନିଲମ୍ବିତ ଆଠଗଡ ଡିଏଫ୍‌ଓ

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ନିଲମ୍ବିତ ଆଠଗଡ଼ ଡିଏଫ୍‌ଓ ସୁଧାଂଶୁ ଭୂଷଣ ମିଶ୍ରଙ୍କୁ ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଭିଜିଲାନ୍ସ କୋର୍ଟରେ ତାଙ୍କୁ କୋର୍ଟରେ ହାଜର ବେଳେ ଆଉ ରିମାଣ୍ଡରେ ନେବାକୁ ଆବେଦନ କରାଯାଇ ନ ଥିଲା। ସେହିପରି ସୁଧାଂଶୁଙ୍କ ପକ୍ଷରୁ ମଧ୍ୟ ଜାମିନ ପାଇଁ ଆବେଦନ କରାଯାଇ ନ ଥିଲା। ପୂର୍ବରୁ ଏହି ଅଦାଲତରେ ସୁଧାଂଶୁଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନ […]

attgrah-raid

attgrah-raid

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 08:15 AM IST

Sports

Latest News

କଟକ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ନିଲମ୍ବିତ ଆଠଗଡ଼ ଡିଏଫ୍‌ଓ ସୁଧାଂଶୁ ଭୂଷଣ ମିଶ୍ରଙ୍କୁ ସ୍ପେଶାଲ ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଭିଜିଲାନ୍ସ କୋର୍ଟରେ ତାଙ୍କୁ କୋର୍ଟରେ ହାଜର ବେଳେ ଆଉ ରିମାଣ୍ଡରେ ନେବାକୁ ଆବେଦନ କରାଯାଇ ନ ଥିଲା। ସେହିପରି ସୁଧାଂଶୁଙ୍କ ପକ୍ଷରୁ ମଧ୍ୟ ଜାମିନ ପାଇଁ ଆବେଦନ କରାଯାଇ ନ ଥିଲା। ପୂର୍ବରୁ ଏହି ଅଦାଲତରେ ସୁଧାଂଶୁଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନ ଖାରଜ ହୋଇ ଯାଇଥିଲା। ବୁଧବାର ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ ତାଙ୍କ ଘର ଉପରେ ଚଢାଉ କରିବା ସହ ଗତ ୨୫ ତାରିଖରେ ଡିଏଫ୍‌ଓ ମିଶ୍ରଙ୍କୁ ଜେଲ ପଠାଇ ଦେଇଥିଲେ।

ଗତ ୨୪ ତାରିଖରେ ସୁଧାଂଶୁଙ୍କ ବାସଭବନ ସମେତ ମୋଟ ୧୦ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ କରିଥିଲା। ଆଠଗଡ଼ ବ୍ୟତୀତ କଟକ, ଭୁବନେଶ୍ୱର, ଭବାନୀପାଟଣା, ସମ୍ବଲପୁର, କୋରାପୁଟ ଓ ବ୍ରହ୍ମପୁର ଆଦି ସ୍ଥାନରେ ଏକକାଳୀନ ଏହି ଚଢ଼ାଉ କରାଯାଇଥିଲା। ଚଢାଉ ବେଳେ ୫ କୋଟି ୫୩ ଲକ୍ଷ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଥିଲା। କଟକ ସ୍ଥିତ ତାଙ୍କ ବାସଭବନରୁ ୬୩ ଲକ୍ଷରୁ ଅଧିକ ନଗଦ ଟଙ୍କା ସହ ମୋଟ ୯୩ ଲକ୍ଷ ଟଙ୍କା ଜବତ କରାଯାଇଥିଲା। ଏହାସହ ୨ କୋଟି ୬୧ ଲକ୍ଷ ଟଙ୍କାର ବଣ୍ଡ, ୫୦୦ ଗ୍ରାମ ସୁନା ଜବତ କରାଯାଇଥିଲା। ଭୁବନେଶ୍ୱରରେ ତାଙ୍କର ଏକ ଦୁଇ ମହଲା କୋଠା ସହିତ ଏକ ଫ୍ଲାଟ୍, ଭବାନୀପାଟଣାରେ ଏକ ଦୁଇ ମହଲା ଘର ଓ କଟକ ସମେତ ବିଭିନ୍ନ ସହରରେ ତାଙ୍କର ଘର ଠାବ କରାଯାଇଥିଲା।

ଜଣେ ଏସ୍‌ସିଏଫ୍‌ରୁ ଚାକିରି ଆରମ୍ଭ କରିଥିବା ସୁଧାଂଶୁ ମିଶ୍ର ପରେ ଅନୁଗୋଳ ଓ ବ୍ରହ୍ମପୁର ଡିଏଫ୍‌ଓ ହୋଇଥିଲେ। ମାସିକ ଦରମା ତାଙ୍କର ୬୦ ହଜାର ଟଙ୍କା ଥିବା ବେଳେ ସେ ଏତେ ଟଙ୍କାର ମାଲିକ କେମିତି ହେଲେ ଭିଜିଲାନ୍ସ ବିଭାଗ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story