କେନ୍ଦୁଝର ଜିଲ୍ଲା ବିଜେପି ସଭାପତିଙ୍କ ଗ୍ୟାସ୍‌ ଏଜେନ୍ସିରେ ଚଢ଼ାଉ, ୬୭୪ଟି ଗ୍ୟାସ୍‌ ସିଲିଣ୍ଡର ଜବତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବିଜେପି ସଭାପତିଙ୍କ ଗ୍ୟାସ୍‌ ଏଜେନ୍ସି ଜୟଶ୍ରୀରାମ ଇଣ୍ଡେନ ଗ୍ରାମୀଣ ଗ୍ୟାସ ବିତରକ ସଂସ୍ଥା ଉପରେ  ଗତକାଲି ପୋଲିସ୍‌ ଚଢ଼ାଉ କରି ୬୭୪ଟି ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି। ଏଥିସହ ଅନେକ କାଗଜପତ୍ର ମଧ୍ୟ ଯାଞ୍ଚ କରିଛି। ଉଜ୍ଜଳା ଯୋଜନାରେ ୧୬ ଶହ ଟଙ୍କା ଗ୍ୟାସକୁ ଅଧିକ ଦାମରେ ହିତାଧିକାରୀଙ୍କୁ ବିକ୍ରୀ କରିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।    

gas

Rakesh Mallick
  • Published: Wednesday, 08 February 2017
  • , Updated: 08 February 2017, 09:28 AM IST

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବିଜେପି ସଭାପତିଙ୍କ ଗ୍ୟାସ୍‌ ଏଜେନ୍ସି ଜୟଶ୍ରୀରାମ ଇଣ୍ଡେନ ଗ୍ରାମୀଣ ଗ୍ୟାସ ବିତରକ ସଂସ୍ଥା ଉପରେ  ଗତକାଲି ପୋଲିସ୍‌ ଚଢ଼ାଉ କରି ୬୭୪ଟି ଗ୍ୟାସ୍‌ ସିଲିଣ୍ଡର ଜବତ କରିଛି। ଏଥିସହ ଅନେକ କାଗଜପତ୍ର ମଧ୍ୟ ଯାଞ୍ଚ କରିଛି।

ଉଜ୍ଜଳା ଯୋଜନାରେ ୧୬ ଶହ ଟଙ୍କା ଗ୍ୟାସକୁ ଅଧିକ ଦାମରେ ହିତାଧିକାରୀଙ୍କୁ ବିକ୍ରୀ କରିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

 

 

Related story