ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପିର ବିକ୍ଷୋଭ

  • Published: Thursday, 09 May 2024
  • , Updated: 09 May 2024, 05:51 PM IST

ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବିଜେପିର ବିକ୍ଷୋଭ। ବ୍ରହ୍ମପୁର ଏସପି ଅଫିସ ଆଗରେ ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ। କିଛି ଅଭିଯୁକ୍ତଙ୍କୁ ପୁଲିସ ଛାଡ଼ି ଦେଇଥିବା ଅଭିଯୋଗରେ ବିକ୍ଷୋଭ। ଗତକାଲି ୫ ଜଣଙ୍କୁ ଗିରଫ କରିଥିଲା ବୈଦ୍ୟନାଥପୁର ପୁଲିସ।

Related story