ବଲାଙ୍ଗିର: ୨୮ କେଜି ଗଞ୍ଜେଇ ଜବତ, ୪ ଗିରଫ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାର୍ଡର ମିଳିତ ଟିମ୍ ଆଜି ତୁଷୁରା ଥାନା ଅଞ୍ଚଳରୁ ୨୮ କେଜି ଗଂଜେଇ ଜବତ କରିବା ସହିତ ଚାରିଜଣଙ୍କୁ ଗିରଫ କରିଛି ।  ଗିରଫ ଚାରି ଜଣ ହେଉଛନ୍ତି ତୁଷୁରା ଥାନା ଅନ୍ତର୍ଗତ ବର୍ଲା ଗାଁର ମନୋଜ କୁମାର ନାଗ, ରନିତ ହରପାଲ୍, ଗରୁଡ଼ ବିଭାର ଏବଂ ଅନିରୁଦ୍ଧ ନାଗ। ତୁଷୁରା ଥାନା ଅନ୍ତର୍ଗତ କୁଲିହାବାହାଲ୍ ଏବଂ ବର୍ଲା ଛକ ଠାରେ ପୃଥକ ପୃଥକ ଭାବେ ଦୁଇଟି ବାଇକ୍‌ରେ […]

4-arrested

4-arrested

Rakesh Mallick
  • Published: Wednesday, 18 May 2016
  • Updated: 18 May 2016, 01:51 PM IST

Sports

Latest News

4-arrestedବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଅବକାରୀ ବିଭାଗର ମୋବାଇଲ୍ ସ୍କ୍ୱାର୍ଡର ମିଳିତ ଟିମ୍ ଆଜି ତୁଷୁରା ଥାନା ଅଞ୍ଚଳରୁ ୨୮ କେଜି ଗଂଜେଇ ଜବତ କରିବା ସହିତ ଚାରିଜଣଙ୍କୁ ଗିରଫ କରିଛି ।  ଗିରଫ ଚାରି ଜଣ ହେଉଛନ୍ତି ତୁଷୁରା ଥାନା ଅନ୍ତର୍ଗତ ବର୍ଲା ଗାଁର ମନୋଜ କୁମାର ନାଗ, ରନିତ ହରପାଲ୍, ଗରୁଡ଼ ବିଭାର ଏବଂ ଅନିରୁଦ୍ଧ ନାଗ। ତୁଷୁରା ଥାନା ଅନ୍ତର୍ଗତ କୁଲିହାବାହାଲ୍ ଏବଂ ବର୍ଲା ଛକ ଠାରେ ପୃଥକ ପୃଥକ ଭାବେ ଦୁଇଟି ବାଇକ୍‌ରେ ଚାଲାଣ ହେଉଥିବା ଏହି ୨୮ କେଜି ଗଂଜେଇକୁ ପୋଲିସ୍ ଜବତ କରିଥିଲା। ଏହା ସହିତ ଦୁଇଟି ବାଇକକୁ ମଧ୍ୟ ପୋଲିସ୍ ଜବତ କରିଛି। ଗିରଫ ଚାରିଜଣଙ୍କୁ ଅଧିକ ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story