ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗରେ କଣ୍ଟାବାଞ୍ଝି ବିଧାୟକଙ୍କ ପୁଅଙ୍କ ନାଁରେ ମାମଲା ରୁଜୁ

ବଲାଙ୍ଗିର: ବିଜେପିର ଜିଲ୍ଲା ପରିଷଦ ପ୍ରାର୍ଥୀ ସନ୍ଧ୍ୟାରାଣୀ ନାୟକଙ୍କୁ ଘରେ ପଶି ଆକ୍ରମଣ କରିବା ଅଭିଯୋଗରେ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝି ବିଧାୟକ ଆୟୁବ ଖାଁଙ୍କ ପୁଅ ଫିରୋଜଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ୍। ଫିରୋଜଙ୍କ ସହଯୋଗୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି।  

ayub khan

Rakesh Mallick
  • Published: Friday, 17 February 2017
  • , Updated: 17 February 2017, 12:43 PM IST

Related story