ବଲାଙ୍ଗିର: ଲୁଟ୍‌ ଘଟଣାରେ ୪ ଗିରଫ

ବଲାଙ୍ଗିର: ଗତ ୧୭ ତାରିଖରେ ବଲାଙ୍ଗିରରେ ଜଣେ ଫ।ଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ହୋଇଥିବା ଲୁଟ୍‌ ଘଟଣାରେ ସଦର ଥାନା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦୁଇ ଲୁଟେରା ଜିତ ସରଭଙ୍ଗ, ଚମାର ବାରିକ ଏବଂ ଷଡଯନ୍ତ୍ରକାରୀ ମୃତ୍ୟୁଞ୍ଜୟ ସରଭଙ୍ଗ ଓ ଜିତେନ୍ଦ୍ର ସରଭଙ୍ଗ। ପୋଲିସ ସେମାନଙ୍କଠାରୁ ୬୫,୦୦୦ ଟଙ୍କା ସହ ୪ଟି ମୋବାଇଲ୍‌ ଜବତ କରିଛି। ଗତ ୧୭ ତାରିଖରେ ଜନଲକ୍ଷ୍ମୀ ଫ।ଇନାନ୍ସ ଲିମିଟେଡର କର୍ମଚାରୀ କାମାକ୍ଷା […]

bolangir-loot

bolangir-loot

Rakesh Mallick
  • Published: Thursday, 26 May 2016
  • Updated: 26 May 2016, 11:28 AM IST

Sports

Latest News

Bolangir1ବଲାଙ୍ଗିର: ଗତ ୧୭ ତାରିଖରେ ବଲାଙ୍ଗିରରେ ଜଣେ ଫ।ଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ହୋଇଥିବା ଲୁଟ୍‌ ଘଟଣାରେ ସଦର ଥାନା ପୋଲିସ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦୁଇ ଲୁଟେରା ଜିତ ସରଭଙ୍ଗ, ଚମାର ବାରିକ ଏବଂ ଷଡଯନ୍ତ୍ରକାରୀ ମୃତ୍ୟୁଞ୍ଜୟ ସରଭଙ୍ଗ ଓ ଜିତେନ୍ଦ୍ର ସରଭଙ୍ଗ। ପୋଲିସ ସେମାନଙ୍କଠାରୁ ୬୫,୦୦୦ ଟଙ୍କା ସହ ୪ଟି ମୋବାଇଲ୍‌ ଜବତ କରିଛି।

ଗତ ୧୭ ତାରିଖରେ ଜନଲକ୍ଷ୍ମୀ ଫ।ଇନାନ୍ସ ଲିମିଟେଡର କର୍ମଚାରୀ କାମାକ୍ଷା ପ୍ରସାଦ ସାହୁ ଏସ୍ଏଚଜି ଗ୍ରୁପଙ୍କ ଠାରୁ ଋଣ ଟଙ୍କା ଆଦାୟ କରି ଫେରୁଥିବା ବେଳେ ବରଣ୍ଡାବାହାଲ୍-ପଥର୍ଲା ରାସ୍ତାରେ ଲୁଟ୍‌ର ଶିକାର ହୋଇଥିଲେ। ଲୁଟେରା ଦୁଇଜଣ ବାଇକ୍‌ରେ ଆସି କାମାକ୍ଷାଙ୍କୁ ମାରଣାସ୍ତ୍ର ଦେଖାଇ ୮୫,୯୮୦ ଟଙ୍କା, ଲାପଟପ୍‌, ବିଲିଂ ମେସିନ୍, ମୋବାଇଲ୍ ଲୁଟି ନେଇଥିଲେ।

ଏ ନେଇ ସଦର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story