ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ହତ୍ୟା ଅଭିଯୋଗ

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ବୁଢ଼ିମୁହାଣରେ ରାଜନୈତିକ ଆକ୍ରୋଶ ରଖି ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ରୋହିତ ପ୍ରଧାନ। ତାଙ୍କ ଘର କର୍ଲାପିଟା ଗାଁରେ। ପତରା ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରୋହିତ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟ୍ ଥିଲେ ବୋଲି ଜଣାପଡ଼ିଛି।

deadbody

Rakesh Mallick
  • Published: Sunday, 19 February 2017
  • , Updated: 19 February 2017, 08:00 AM IST

ବଲାଙ୍ଗିର: ବଲାଙ୍ଗିର ସଦର ଥାନା ବୁଢ଼ିମୁହାଣରେ ରାଜନୈତିକ ଆକ୍ରୋଶ ରଖି ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ରୋହିତ ପ୍ରଧାନ। ତାଙ୍କ ଘର କର୍ଲାପିଟା ଗାଁରେ। ପତରା ଜଙ୍ଗଲରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ରୋହିତ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ପୋଲିଂ ଏଜେଣ୍ଟ୍ ଥିଲେ ବୋଲି ଜଣାପଡ଼ିଛି।

Related story