ଗୁଳି ମାଡ଼ରେ ସେଲ୍ସମ୍ୟାନ୍‌ ଗୁରୁତର, ଦୁଇ ଅଟକ

ବଲାଙ୍ଗିର: ବଲାଙ୍ଗିର ସହର ଗାନ୍ଧିଛକ ଅଞ୍ଚଳର ଏକ ମଦ ଦୋକାନର ସେଲ୍ସମ୍ୟାନ ସନ୍ତୋଷ ସାହୁଙ୍କ ଉପରକୁ ଆଜି ଗୁଳି ମାଡ଼ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

wine shop-fireing

Rakesh Mallick
  • Published: Thursday, 23 March 2017
  • , Updated: 24 March 2017, 12:33 PM IST

Related story