ବଲାଙ୍ଗିର: ଲାଞ୍ଚ ନେଇ ଧରାପଡିଲେ ସଇଁତଳା ତହସିଲଦାର ଓ ଅତିରିକ୍ତ ତହସିଲଦାର

ବଲାଙ୍ଗିର: ୫୦୦୦ ଟଙ୍କା ଲାଞ୍ଚ ନେଲା ବେଳେ ବଲାଙ୍ଗିର ଜିଲ୍ଲା  ସଇଁତଳା ତହସିଲଦାର ଓ ଅତିରିକ୍ତ ତହସିଲଦାର ଆଜି ଭିଜିଲାନ୍ସ  ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ ତହସିଲଦାର ଅନୀଲ ପଟ୍ଟନାୟକ ଓ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଖୁରା। ଜବତ ହୋଇଥିବା ଏକ ବାଲି ବୋଝେଇ ଗାଡ଼ିକୁ ଛାଡ଼ିବା ପାଇଁ ଉଭୟ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରି ସେମାନଙ୍କୁ ଧରିଥିଲେ।

chitfund

chitfund

Rakesh Mallick
  • Published: Friday, 10 June 2016
  • Updated: 10 June 2016, 06:45 PM IST

Sports

Latest News

ବଲାଙ୍ଗିର: ୫୦୦୦ ଟଙ୍କା ଲାଞ୍ଚ ନେଲା ବେଳେ ବଲାଙ୍ଗିର ଜିଲ୍ଲା  ସଇଁତଳା ତହସିଲଦାର ଓ ଅତିରିକ୍ତ ତହସିଲଦାର ଆଜି ଭିଜିଲାନ୍ସ  ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ ତହସିଲଦାର ଅନୀଲ ପଟ୍ଟନାୟକ ଓ ଅତିରିକ୍ତ ତହସିଲଦାର ରାଜେନ୍ଦ୍ର ଖୁରା। ଜବତ ହୋଇଥିବା ଏକ ବାଲି ବୋଝେଇ ଗାଡ଼ିକୁ ଛାଡ଼ିବା ପାଇଁ ଉଭୟ ଏହି ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରି ସେମାନଙ୍କୁ ଧରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos