ବୌଦ୍ଧ: ମାଇକ୍ରୋ ଫାଇନାନ୍ସ ଏଜେଣ୍ଟ ଠାରୁ ଲୁଟ୍ ଘଟଣାରେ ୪ ଗିରଫ

ବୌଦ୍ଧ: ମାଇକ୍ରୋ ଫାଇନାନ୍ସ ଏଜେଣ୍ଟ୍ ହୃଷିକେଶ ରାଉତଙ୍କ ଠାରୁ ଲୁଟ୍ ଘଟଣାରେ ଗତକାଲି ବିଳମ୍ୱିତ ରାତିରେ ପୋଲିସ ୪ ଜଣ ଲୁଟେରାକୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ୧ଲକ୍ଷ ୫୬ ହଜାର ୫ ଶହ ଟଙ୍କା ସମେତ ଗୋଟିଏ ଦେଶୀ ପିସ୍ତଲ ଜବତ କରିଛି। ଗିରଫ ଚାରି ଅଭିଯୁକ୍ତ ହେଲେ ସାନମନମୁଣ୍ଡା ଗାଁର ବିଶିକେଶନ ବାଘ, ବାବୁଲାଲ୍ ବାଘ ,ପାରା ଗାଁର  ସୁଧିର ବଗର୍ତ୍ତି ଏବଂ ବରଗଡ ଜିଲ୍ଲା ପଦ୍ମପୁରର ଶେଷଦେବ ମେହର। ଟିଆଇ ପ୍ୟାରେଡ […]

boudh

boudh

Rakesh Mallick
  • Published: Saturday, 03 October 2015
  • Updated: 03 October 2015, 09:12 AM IST

Sports

Latest News

ବୌଦ୍ଧ: ମାଇକ୍ରୋ ଫାଇନାନ୍ସ ଏଜେଣ୍ଟ୍ ହୃଷିକେଶ ରାଉତଙ୍କ ଠାରୁ ଲୁଟ୍ ଘଟଣାରେ ଗତକାଲି ବିଳମ୍ୱିତ ରାତିରେ ପୋଲିସ ୪ ଜଣ ଲୁଟେରାକୁ ଗିରଫ କରିଛି। ପୋଲିସ ସେମାନଙ୍କ ନିକଟରୁ ୧ଲକ୍ଷ ୫୬ ହଜାର ୫ ଶହ ଟଙ୍କା ସମେତ ଗୋଟିଏ ଦେଶୀ ପିସ୍ତଲ ଜବତ କରିଛି। ଗିରଫ ଚାରି ଅଭିଯୁକ୍ତ ହେଲେ ସାନମନମୁଣ୍ଡା ଗାଁର ବିଶିକେଶନ ବାଘ, ବାବୁଲାଲ୍ ବାଘ ,ପାରା ଗାଁର  ସୁଧିର ବଗର୍ତ୍ତି ଏବଂ ବରଗଡ ଜିଲ୍ଲା ପଦ୍ମପୁରର ଶେଷଦେବ ମେହର। ଟିଆଇ ପ୍ୟାରେଡ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ମନମୁଣ୍ଡା ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos