ବଙ୍ଗୀୟ ଅଭିନେତ୍ରୀଙ୍କ କାଷ୍ଟିଂ କାଉଚ ଅଭିଯୋଗ ପରେ ତଦନ୍ତ ଆରମ୍ଭ

ଭୁବନେଶ୍ୱର: ଜଣେ ବଙ୍ଗୀୟ ଅଭିନେତ୍ରୀ କାଷ୍ଟିଂ କାଉଚ ଅଭିଯୋଗ ଆଣିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ଅଭିନେତ୍ରୀ ଜଣଙ୍କ ପ୍ରଯୋଜକ ବିରାଟ ମହାପାତ୍ରଙ୍କ ନାଁରେ କାଷ୍ଟିଂ କାଉଚ ଅଭିଯୋଗ ଆଣିଥିଲେ। ଏନେଇ ସେ ମଞ୍ଚେଶ୍ୱର ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

casting-couch

Rakesh Mallick
  • Published: Tuesday, 14 February 2017
  • , Updated: 14 February 2017, 09:43 PM IST

Related story