ସିବିଆଇ କୋର୍ଟରେ ହାଜର ହୋଇପାରନ୍ତି ତାପସ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ତୃଣମୂଳ ସାଂସଦ ତାପସ ପାଲ ଆଜି ସିବିଆଇ କୋର୍ଟରେ ହାଜର ହୋଇପାରନ୍ତି। ତାପସଙ୍କ ଜୁଡିସିଆଲ ରିମାଣ୍ଡ ସରିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବାର ସମ୍ଭାବନା ରହିଛି। ପୂର୍ବରୁ ସିବିଆଇ ଦୁଇ ଥର ତାପସଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। ରୋଜଭ୍ୟାଲି ଗ୍ରୁପ୍‌ ଓଡ଼ିଶାରେ ପ୍ରାୟ ୪୫୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

tapas-pal

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 06:24 PM IST

ଭୁବନେଶ୍ୱର: ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲାରେ ତୃଣମୂଳ ସାଂସଦ ତାପସ ପାଲ ଆଜି ସିବିଆଇ କୋର୍ଟରେ ହାଜର ହୋଇପାରନ୍ତି। ତାପସଙ୍କ ଜୁଡିସିଆଲ ରିମାଣ୍ଡ ସରିବା ପରେ ଆଜି ତାଙ୍କୁ କୋର୍ଟରେ ହାଜର କରାଯିବାର ସମ୍ଭାବନା ରହିଛି। ପୂର୍ବରୁ ସିବିଆଇ ଦୁଇ ଥର ତାପସଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା।

ରୋଜଭ୍ୟାଲି ଗ୍ରୁପ୍‌ ଓଡ଼ିଶାରେ ପ୍ରାୟ ୪୫୦ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।

Related story