ଜାଲ୍ ଗାଡ଼ି ପଞ୍ଜୀକରଣ ମାମଲା: ଚଣ୍ଡିଖୋଲ ଆରଟିଓର ଜୁନିୟର ଏମ୍‌ଭିଆଇ ଓ ଷ୍ଟେନୋ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ ହୋଇଥିବା ଜାଲ୍‌ ଟ୍ୟାଙ୍କର ଗାଡ଼ି ପଂଜୀକରଣ ଘଟଣାରେ ଆଜି ବଡ଼ଚଣା ପୋଲିସ୍ ଦୁଇଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ଜୁନିୟର ଏମଭିଆଇ ଅଶୋକ କୁମାର ସିହ୍ନା ଏବଂ ଷ୍ଟେନୋ ବ୍ରଜ କିଶୋର ମିଶ୍ର। ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଚଞ୍ଚକତା କରାଯାଇ ପୁରୁଣା ଟ୍ୟାଙ୍କର ଗୁଡ଼ିକର ନୂଆ ପଂଜୀକରଣ କରାଯିବା ଘଟଣା ପଦାକୁ ଆସିବା ପରେ […]

rto-jajpur

rto-jajpur

Rakesh Mallick
  • Published: Thursday, 19 May 2016
  • Updated: 19 May 2016, 05:06 PM IST

Sports

Latest News

rto-jajpurଯାଜପୁର: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଆରଟିଓ କାର୍ଯ୍ୟାଳୟରେ ହୋଇଥିବା ଜାଲ୍‌ ଟ୍ୟାଙ୍କର ଗାଡ଼ି ପଂଜୀକରଣ ଘଟଣାରେ ଆଜି ବଡ଼ଚଣା ପୋଲିସ୍ ଦୁଇଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ର ଜୁନିୟର ଏମଭିଆଇ ଅଶୋକ କୁମାର ସିହ୍ନା ଏବଂ ଷ୍ଟେନୋ ବ୍ରଜ କିଶୋର ମିଶ୍ର।

ଚଣ୍ଡିଖୋଲ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଚଞ୍ଚକତା କରାଯାଇ ପୁରୁଣା ଟ୍ୟାଙ୍କର ଗୁଡ଼ିକର ନୂଆ ପଂଜୀକରଣ କରାଯିବା ଘଟଣା ପଦାକୁ ଆସିବା ପରେ ଚଣ୍ଡିଖୋଲ ଆରଟିଓ ସଂପୃକ୍ତ ୨୭ଟି ଟ୍ୟାଙ୍କର ମାଲିକଙ୍କ ବିରୁଦ୍ଧରେ ବଡ଼ଚଣା ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ କରି ବଡ଼ଚଣା ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମୋଟ୍ ୧୧ଟି ଟ୍ୟାଙ୍କର ଜବତ କରିଛି। ପୂର୍ବରୁ ଏହି ଘଟଣାରେ ବଡ଼ଚଣା ପୋଲିସ ଜଣେ ଦଲାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story