ଚୌଦ୍ୱାର ଜେଲ ଚଢାଉ ଘଟଣା: ଜେଲ ଏଡିଜିଙ୍କୁ ରିପୋର୍ଟ ଦେଲା କମିଶନରେଟ ପୋଲିସ

ଭୁବନେଶ୍ୱର: ଚୌଦ୍ୱାର ସର୍କଲ ଜେଲରେ ଚଢ଼ାଉ ବେଳେ ଏଲ୍ଇଡି ଟିଭି, ମାଦକ ଦ୍ରବ୍ୟ ସାଙ୍ଗକୁ ଆପତ୍ତିଜନକ ସାମଗ୍ରୀ ମିଳିବା ଘଟଣାରେ ଜେଲ୍ ଏଡିଜିଙ୍କୁ କମିଶନରେଟ୍ ପୋଲିସ୍ ରିପୋର୍ଟ ଦେଇଛି। ମିଳିଥିବା ସୂଚନା ଅନୁସାରେ ଏହି ରିପୋର୍ଟରେ ଜେଲର ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରାଯିବା ସହ ସମ୍ପୃକ୍ତ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରେଟ୍ ପୋଲିସ୍ ସୁପାରିଶ କରିଛି। ଗତ ୩ ତାରିଖ ଭୋର ସମୟରେ ଚୌଦ୍ୱାର ଜେଲରେ ଅତର୍କିତ ଚଢାଉ କରାଯାଇଥିଲା। କଟକ ଡିସିପିଙ୍କ ନେତୃତ୍ୱରେ […]

choudwar

choudwar

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 06:02 AM IST

Sports

Latest News

choudwarଭୁବନେଶ୍ୱର: ଚୌଦ୍ୱାର ସର୍କଲ ଜେଲରେ ଚଢ଼ାଉ ବେଳେ ଏଲ୍ଇଡି ଟିଭି, ମାଦକ ଦ୍ରବ୍ୟ ସାଙ୍ଗକୁ ଆପତ୍ତିଜନକ ସାମଗ୍ରୀ ମିଳିବା ଘଟଣାରେ ଜେଲ୍ ଏଡିଜିଙ୍କୁ କମିଶନରେଟ୍ ପୋଲିସ୍ ରିପୋର୍ଟ ଦେଇଛି। ମିଳିଥିବା ସୂଚନା ଅନୁସାରେ ଏହି ରିପୋର୍ଟରେ ଜେଲର ଢିଲା ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରାଯିବା ସହ ସମ୍ପୃକ୍ତ ଜେଲ୍ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କମିଶନରେଟ୍ ପୋଲିସ୍ ସୁପାରିଶ କରିଛି। ଗତ ୩ ତାରିଖ ଭୋର ସମୟରେ ଚୌଦ୍ୱାର ଜେଲରେ ଅତର୍କିତ ଚଢାଉ କରାଯାଇଥିଲା। କଟକ ଡିସିପିଙ୍କ ନେତୃତ୍ୱରେ ହୋଇଥିବା ଏହି ଚଢ଼ାଉରେ କଏଦୀମାନଙ୍କ ଠାରୁ ବିପୁଳ ପରିମାଣର ମାଦକ ଦ୍ରବ୍ୟ, ଦୁଇଟି ଏଲଇଡି ଟିଭି ଓ କିଛି ଆପତ୍ତିଜନକ ସାମଗ୍ରୀ ସହ ଗୋଟିଏ ମ୍ୟୁଜିକ୍ ସିଷ୍ଟମ୍ ଜବତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story