କଟକ: ବାଇକ ଡିକି ଭାଙ୍ଗି ୫୦ ହଜାର ଟଙ୍କା ଲୁଟ୍

କଟକ: କଟକ ସତିଚଉଁରା ହୋଣ୍ଡା ଶୋ’ରୁମ୍ ସମ୍ମୁଖରୁ ମଙ୍ଗଳବାର ବାଇକ ଡ଼ିକି ଭାଙ୍ଗି ୫୦ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ଦିନ ପ୍ରାୟ ଗୋଟାଏ ସମୟରେ ଏହି ଲୁଟ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ନିର୍ଜା କାଶିଦ୍ ବେଗଙ୍କ ଘର ଟାଙ୍ଗୀ ଅଞ୍ଚଳରେ ବୋଲି ଜଣାପଡିଛି। କାଶିଦ୍ ଗାଡ଼ି କିଣିବା ପାଇଁ ଶୋ’ ରୁମ୍ ଭିତରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଲାଲବାଗ୍ ଥାନାରେ ଅଭିଯୋଗ […]

ctc-loot

ctc-loot

Rakesh Mallick
  • Published: Tuesday, 23 February 2016
  • Updated: 24 February 2016, 05:22 AM IST

Sports

Latest News

କଟକ: କଟକ ସତିଚଉଁରା ହୋଣ୍ଡା ଶୋ’ରୁମ୍ ସମ୍ମୁଖରୁ ମଙ୍ଗଳବାର ବାଇକ ଡ଼ିକି ଭାଙ୍ଗି ୫୦ ହଜାର ଟଙ୍କା ଦୁର୍ବୃତ୍ତ ଲୁଟି ନେଇଥିବା ଅଭିଯୋଗ ହୋଇଛି। ଆଜି ଦିନ ପ୍ରାୟ ଗୋଟାଏ ସମୟରେ ଏହି ଲୁଟ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ନିର୍ଜା କାଶିଦ୍ ବେଗଙ୍କ ଘର ଟାଙ୍ଗୀ ଅଞ୍ଚଳରେ ବୋଲି ଜଣାପଡିଛି। କାଶିଦ୍ ଗାଡ଼ି କିଣିବା ପାଇଁ ଶୋ’ ରୁମ୍ ଭିତରକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଥିଲେ। ଏ ନେଇ ଲାଲବାଗ୍ ଥାନାରେ ଅଭିଯୋଗ ହେବା ପରେ ଥାନା ଅଧିକାରୀ ଶୋ’ ରୁମ୍‌ର ସିକ୍ୟୁରିଟି ଗାର୍ଡଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos