କଟକ: ଡକାୟତି ଯୋଜନା ପଣ୍ଡ, ୬ ଡକାୟତ ଗିରଫ

କଟକ: କଟକ ମର୍କତ ନଗର ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ୬ ଜଣ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ପୋଲିସ ସେମାନଙ୍କଠାରୁ ୩ଟି ପିସ୍ତଲ, ୯ରାଉଣ୍ଡ ଗୁଳି, ଦୁଇଟି ମୋଟର ସାଇକେଲ, ଗୋଟିଏ ହୋଣ୍ଡା ଆକଟିଭା, ୩ଟି ଭୁଜାଲି, ୭ଟି ମୋବାଇଲ ଫୋନ ଜବତ କରିଛି। ଅନ୍ୟପକ୍ଷରେ ମଧୁପାଟଣା ଅନ୍ତର୍ଗତ ଏକ ମସଲା କମ୍ପାନିକୁ ଭିଡିଓ ଫୁଟେଜ ଦେଖାଇ ୨୦ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ମଧୁପାଟଣା ପୋଲିସ।

cuttack

cuttack

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 02:37 AM IST

କଟକ: କଟକ ମର୍କତ ନଗର ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ୬ ଜଣ ଡକାୟତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ପୋଲିସ ସେମାନଙ୍କଠାରୁ ୩ଟି ପିସ୍ତଲ, ୯ରାଉଣ୍ଡ ଗୁଳି, ଦୁଇଟି ମୋଟର ସାଇକେଲ, ଗୋଟିଏ ହୋଣ୍ଡା ଆକଟିଭା, ୩ଟି ଭୁଜାଲି, ୭ଟି ମୋବାଇଲ ଫୋନ ଜବତ କରିଛି। ଅନ୍ୟପକ୍ଷରେ ମଧୁପାଟଣା ଅନ୍ତର୍ଗତ ଏକ ମସଲା କମ୍ପାନିକୁ ଭିଡିଓ ଫୁଟେଜ ଦେଖାଇ ୨୦ଲକ୍ଷ ଟଙ୍କା ମାଗିବା ଅଭିଯୋଗରେ ୨ଜଣଙ୍କୁ ଗିରଫ କରିଛି ମଧୁପାଟଣା ପୋଲିସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos